ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୦୯/୦୩) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ଅଧୀନ ରେ ଥିବା ବାରିଗୁଦା ସ୍ତୁତ ନଳିନି ବିଦ୍ୟାମନ୍ଦିର ପରିସର ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଯୋଷଦା ହୂଇକା,,ଜିଲ୍ଲାପରିଷଦ ସଭ୍ୟ ସୁଜାତା କାଡ଼ର୍ କା,vec ସଭାପତି ଶ୍ରୀ ରାନୁ ହିକାକା, ପ୍ରଧାନ ଶିକଷୟିତ୍ରୀ ଶ୍ରୀମତୀ ଉର୍ମିଳା ଶତପଥୀ ଓ ଶିକ୍ଷକ, ଅଭିଭାବକ ଓ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଦିବସ ଟି ଅତି ସୁନ୍ଦର ଭାବରେ ପାଲିତ ହୋଇଯାଇଛି ।