32.9 C
Balāngīr
Monday, April 28, 2025

ଅବହେଳିତ ଅବସ୍ଥାରେ ସୁରେଶ୍ଵରୀ ବାମ୍ଫି; ଭକ୍ତ ମହଲରେ ଅସନ୍ତୋଷ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୩): ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ପରିସରରେ ଶୋଭା ବର୍ଦ୍ଧନ କରୁଥିବା ବାମ୍ଫି (ପୋଖରୀ) ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି ।

ଅବହେଳିତ ଅବସ୍ଥାରେ ସୁରେଶ୍ଵରୀ ବାମ୍ଫି । ମନ୍ଦିର ପାଖ ହୁଡାରେଥିବା ଏକ ଗଛ ପବନରେ ମାଡି ବସି ବିରାଟ ବୃକ୍ଷର କାଠ ଗଣ୍ଡି ଟି ଉକ୍ତ ପୋଖରୀରେ ପଡ଼ିରହିଛି। ଆସ୍ତେ ଆସ୍ତେ ଜଳସ୍ତର ଖସି ବର୍ତ୍ତମାନ ମାତ୍ର ୨ରୁ ୩ ଫୁଟ୍ ପାଣି ଅଛି । ସେଠାରେ ମନୋରଞ୍ଜନ ବୃଦ୍ଧି କରୁଥିବା ହଜାର ହଜାର ମାଛ ବଂଶ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଛନ୍ତି । ଏନେଇ ମନ୍ଦିରକୁ ଆସୁଥିବା ଜନସାଧାରଣଙ୍କ ତଥା ଭକ୍ତଙ୍କ ମହଲରେ ବ୍ୟାପକ ଅସନ୍ତୋଷ ବୃଦ୍ଧି ପାଇଛି । ସମସ୍ୟା ର ତୁରନ୍ତ ସମାଧାନ ନ ହେଲେ ଲୋପ ପାଇଯିବେ ମତ୍ସ୍ୟ ବଂଶ। ସେପଟେ ଉନ୍ନତି କରଣ ନାମରେ ବ୍ୟାପକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସ୍ଥାୟୀ ପାଣି ସମସ୍ୟା ର ସମାଧାନ ହୋଇପାରୁନାହିଁ ।

ମନ୍ଦିର ମାଳିନୀ ସୋନପୁର ସହରରେ ସେପଟେ ଦେବୋତ୍ତର ବିଭାଗ କୋମା ରେ ଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ତୁରନ୍ତ ମନ୍ଦିର ରେ ପାଣି ର ସ୍ଥାୟୀ ସମସ୍ୟା ସହ ପୋଖରୀ ରେ ପାଣି ସମସ୍ୟାର ସମାଧାନ ପ୍ରଶାସନ କରିବାକୁ ଭକ୍ତ ତଥା ବୁଦ୍ଧିଜିବୀ ମହଲରେ ଦାବି କରି ଦେଏଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...