ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ୨୦ତମ ଆଞ୍ଚଳିକ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ।
ଆଜି ଷଷ୍ଟ ସନ୍ଧ୍ୟାରେ ବଛା ସୁରର ନିଧନ ରେ ମଥୁରାଧିପତି ମହାରାଜ କଂସ ମର୍ମାହତ ଏବଂ ଦେବର୍ଷି ନାରଦଙ୍କ ଭବିଷ୍ୟ ବାଣୀ ଶୁଣି ଚିନ୍ତାଗ୍ରସ୍ତ । ମହାରାଜ କଂସଙ୍କ ନିର୍ଦ୍ଦେଶରେ ଅଷ୍ଟମଲ୍ଲ୍ କୁ ଗୋପପୁର ପ୍ରେରଣ ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଥିଲା । ଧନୁଯାତ୍ରା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଲାଣି ।