32.9 C
Balāngīr
Wednesday, April 30, 2025

ଅଲ ଓଡ଼ିଶା ବିପିଏଲ୍ଏଫ୍ କର୍ମୀ ସଂଘ ଆନ୍ଦୋଳନରେ ଯୋଗ ଦେବାକୁ ଭୁବନେଶ୍ୱର ଗସ୍ତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: କ୍ଷମସାଗର ଦାସ //
ମୁନିଗୁଡ଼ା:ତା୮-୧୨): ରାୟଗଡ଼ା ଜିଲ୍ଲା ମିଶନ ଶକ୍ତି ବିଭାଗ ପରିଚାଳିତ ବିପିଏଲଏଫ୍ କର୍ମୀ ସଂଘ ତରଫରୁ ଆଜି ଶତାଧିକ ମହିଳା ଓ ପୁରୁଷ କର୍ମୀ ମୁନିଗୁଡ଼ା ରେଲୱେ ଷ୍ଟେସନରେ ଏକତ୍ରିତ ହୋଇ ସେମାନଙ୍କ ଦାବି ହାସଲ ପାଇଁ ଆଜି ଏମବିକେ ସଭାପତି ରୁପାବତି ନାଲା,ସିଆରପି ଅମ୍ବିକା ନାୟକ,କୃଷି ମିତ୍ର ବିଶ୍ୱଜିତ୍ ସାହୁକାରଙ୍କ ନେତୃତ୍ବରେ ରେଳ ଯୋଗେ ଭୁବନେଶ୍ବର ଯାତ୍ରା କରିଛନ୍ତି ।208f23cd 760b 4572 8a3e 325178e6a9d7 ଅଲ ଓଡ଼ିଶା ବିପିଏଲ୍ଏଫ୍ କର୍ମୀ ସଂଘ ଆନ୍ଦୋଳନରେ ଯୋଗ ଦେବାକୁ ଭୁବନେଶ୍ୱର ଗସ୍ତ

ସେମାନଙ୍କ କହିବା କଥା ସେମାନେ ଏବେକୁ ୮ମାସ ହେବ ସେମାନଙ୍କ ପାରିଶ୍ରମିକ ପାଇନାହାନ୍ତି।ଏ ବିଶୟକୁ ନେଇ ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ।ଶେଷରେ ରାଜ୍ୟ ସଂଘର ଆହ୍ଵାନ କ୍ରମେ ସେମାନେ ବାଧ୍ୟହୋଇ ରାଜ୍ୟର ୩୦ଟି ଜିଲ୍ଲାର ୬ ଗୋଟି କମ୍ୟୁନିଟି ସାପୋର୍ଟିଂ ଷ୍ଟାଫ୍ ମାନଙ୍କ ସହ ଆନ୍ଦୋଳନ କରିବା ପାଇଁ ଭୁବନେଶ୍ବର ଅଭିମୁଖେ ଯାଉଥିବା କହିଥିଲେ।ଆସନ୍ତା କାଲି ତା ୯-୧୨-୨୦୨୪ ରିଖ ଷୋମବାର ଠାରୁ ସେମାନେ ପି ଏମ ଜି ଛକ ଠାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିବେ।ଏହି ସମୟ ମଧ୍ୟରେ ସେମାନେ ନିଜ ନିଜ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟ ବନ୍ଦ ରଖିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଥିଲେ।

କିଛି କିଛି ମହିଳାଙ୍କ କହିବା କଥା ପୂର୍ବ ସରକାର ଆମ ଦରମା ବଢ଼ାଇବା ସହିତ ଆମକୁ ସରକାରୀ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେର ନୂଆ ସରକାର ଆମ ପାରିଶ୍ରମିକ ୮ମାସ ହେବ ବନ୍ଦ ରଖିବା ଆମ ଘର ସଂସାର ଉପରେ ପ୍ରଭାବ ପକାଇଛି।ଏଣୁ ସରକାର ଆମ ଦରମା ଦେବା ସହିତ ପୂର୍ବ ଦାବି ଗୁଡ଼ିକୁ ଗ୍ରହଣ ନକଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ସଂଘର ନିଷ୍ପତି କଥା କହିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...