32.9 C
Balāngīr
Tuesday, May 20, 2025

ଆଜି ପବିତ୍ର ଅଖିତୃତୀୟା; କୃଷକ ମୋର୍ଚା ତରଫରୁ ପବିତ୍ର ଅଖିମୁଠି ଅନୁକୂଳ କାଯ୍ୟକ୍ରମ ଅନୁଷ୍ଠିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରାୟଗଡା, (୦୧/୦୫) : ଆଜି ପବିତ୍ର ଅଖିତୃତୀୟା ଅବସରରେ ରାୟଗଡା ଜିଲ୍ଲା ବିଜେପି କୃଷକ ମୋର୍ଚା ତରଫରୁ ପବିତ୍ର ଅଖିମୁଠି ଅନୁକୂଳ କାଯ୍ୟକ୍ରମ ଅନୁଷ୍ଠିତWhatsApp Image 2025 05 01 at 06.03.06 ଆଜି ପବିତ୍ର ଅଖିତୃତୀୟା; କୃଷକ ମୋର୍ଚା ତରଫରୁ ପବିତ୍ର ଅଖିମୁଠି ଅନୁକୂଳ କାଯ୍ୟକ୍ରମ ଅନୁଷ୍ଠିତ

କୃଷକ ମୋର୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଙ୍କ ନିର୍ଦେଶ କ୍ରମେ ରାୟଗଡା ଜିଲ୍ଲାର ଆଖୁସିଂ ଗ୍ରାମରେ ହିନ୍ଦୁ ରୀତି ନୀତି ପରମ୍ପରିକ ଅନୁଯାଇ ସେଠାକାର ଚାଷୀ ମାନଙ୍କ ଉପସ୍ଥିତିରେ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ତଥା DLPC Member ଶ୍ରୀ ସୁମନ୍ତ କୁମାର ମହାରଣା, ଶ୍ରୀ ରାଜତ ମାଦଳା ଓ ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀ କୃଷ୍ଣ ପଣ୍ଡା ଓ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱରେ ଅଖି ମୁଠା କାଯ୍ୟକ୍ରମ ଆରମ୍ଭ କରାଗଲା, ଉକ୍ତ କାଯ୍ୟକ୍ରମ ରେ 50 ରୁ ଉର୍ଦ୍ଧ ଚାଷୀ ଭାଇ ମାନେ ଯୋଗ ଦାନ କରିଥିଲେ, ମୋହନ ସରକାରଙ୍କ ଚାଷୀ ଙ୍କ ପ୍ରତି ଚାଷକ୍ଷେତ୍ରରେ ଯେଉ ସବୁ ଯୋଜନା କରିଛନ୍ତି ତଥା ଚଷୀ ମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ କାରି ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ସୁମନ୍ତ ମହାରଣା କହିଥିଲେ ଓ ଅଜି ର ଏହି ପବିତ୍ର ଅଖି ତୃତୀୟା ରେ CM କିସାନ ରେ 2 ହଜାର ଟଙ୍କା କରି ଦୁଇଟି କିସ୍ତିରେ 4 ହଜାର ଟଙ୍କା ଚାଷୀଙ୍କୁ ଦେବା ଏକ ଐତିହାସିକ ପଦକ୍ଷପ ବୋଲି ଶ୍ରୀ ସୁମନ୍ତ ଭାଇ କହିଥିଲେ ସେ ସବୁ ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଗଲା ।

ତତ୍ତ୍ ସଙ୍ଗେ ସଙ୍ଗେ ସରକାର ଯେଉ ପ୍ରତିଶୁତି ଦେଇଥିଲେ ସେସବୁ ବିଷୟରେ କହିଥିଲେ ଆଗାମୀ ଦିନରେ ଚାଷୀ ଭାଇଙ୍କ ର କୌଣସି ଅସୁବିଧା ହେଲେ ଆପଣଙ୍କ ପଛରେ ମୋହନ ସରକାର ଅଛନ୍ତି ବୋଲି ଆମେ ପ୍ରତିଶୁତି ଦେଇଥିଲୁ ଉକ୍ତ ଗ୍ରାମର ସଫଳ ଚାଷୀ ଭାଇମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲୁ ସେମାନେ ହେଲେ ରମେଶ ଚନ୍ଦ୍ର ମିଶ୍ର, କିଶୋର ଚନ୍ଦ୍ର ମିଶ୍ର, Y. ଗଣେଶ ବାବୁ, କସ୍କରକ ତମି, ତେଜେଶ୍ୱର ନାଇଡ଼ୁ,ବୈକୁଠ ସ୍ୱାଇଁ ମୋହନା ସରକାରଙ୍କର ଏହିପରି କାଯ୍ୟକ୍ରମ ଦେଖି ମୁଖ୍ୟ ସଫଳ ଚାଷୀ ଭାଇମାନେ ଜୟ ମୋହନ ସରକାର, ଜୟ ଶ୍ରୀରାମ ନାରା ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...