32.9 C
Balāngīr
Friday, June 13, 2025

ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୫/୦୪) : ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ

ପ୍ରତିବର୍ଷ ଏପ୍ରିଲ ୨୫ ତାରିଖ ଦିନ ବିଶ୍ଵ ମ୍ୟାଲେରିଆ ଦିବସ ତଥା ମ୍ୟାଲେରିଆରୁ ମୁକ୍ତ ରହିବା ପାଇଁ ସର୍ବଭାରତୀୟ ସ୍ତରରେ ଏହି ଦିନକୁ ସ୍ୱୀକୃତି ମିଳିଛି । ବିଶ୍ଵରେ ମ୍ୟାଲେରିଆକୁ ଦୂର କରିବା ପାଇଁ ଏହି ଦିନରେ ମ୍ୟାଲେରିଆ ସଂପର୍କିତ ସୂଚନା ଓ ମୁକ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ବାର୍ତ୍ତା ଦିଆଯାଏ ।

ଆସନ୍ତୁ ଜାଣିବା କିପରି ମ୍ୟାଲେରିଆ ସଂକ୍ରମିତ ହୁଏ ?

ମ୍ୟାଲେରିଆ ଏକ ପରଜୀବୀ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗ ଆନ୍ଫେଲସ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ ହୁଏ। ଏହି ରୋଗ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ଜ୍ୱରରେ ଅସୁସ୍ଥ କରିପକାଏ। ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ଥକାପଣ ବ୍ୟତୀତ ଅନ୍ୟ କିଛି ଲକ୍ଷଣ ଦେଖାଯାଇଥାଏ । WHO ମୁତାବକ ଚଳିତବର୍ଷ ମ୍ୟାଲେରିଆ ଦିବସର ବିଷୟଵସ୍ତୁ ହେଉଛି “ଏକ ସମାନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢେଇ କରିବା” ।

ମ୍ୟାଲେରିଆ ଦ୍ଵର କରିବାର ଉପାୟ : 

୧ ମଶା ନକାମୁଡିବା ପାଇଁ ଔଷଧ ଵ୍ୟଵହାର କରନ୍ତୁ ।
୨ ମଶାରୀ ଟାଙ୍ଗି ଶୋଇବା ଦ୍ଵାରା ମ୍ୟାଲେରିଆ ହେବାର ସମ୍ଭାବନା କମ ରହିଥାଏ।
୩. ସଂପୂର୍ଣ୍ଣ ପୋଷାକ ପିନ୍ଧନ୍ତୁ ।
୪. ଘର ଆଖ ପାଖରେ ଅନାବଶ୍ୟକ ପାଣି ଜମା କରନ୍ତୁ ନାହିଁ।
୫. ରୋଗର ମାତ୍ରା ଅଧିକ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...