32.9 C
Balāngīr
Tuesday, May 13, 2025

ଆସନ୍ତା ମେ ୧୦ ତାରିଖ ଦିନ ପାଳିତ ହେବ ବିଶ୍ୱ ମାତୃ ଦିବସ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଭୁବନେଶ୍ୱର, (୦୯/୦୫) : ଆପ୍ର. : ସାମାଜିକ ଅନୁଷ୍ଠାନ ମା’ ଘର ଓ ଏସ୍‌ଏସ୍ ହସ୍ପିଟାଲ ତାଳଚେର ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ମାରିୟମ୍ ଠାରେ ଆସନ୍ତା ୧୦ ତାରିଖରେ ବିଶ୍ୱ ମାତୃ ଦିବସ ପାଳିତ ହେବ ।

ଏହି ଅବସରରେ ଏକ ଆଲୋଚନା ଚକ୍ର ନୀଡ ଅଫ୍ ଦି ଆୱାର୍ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏଥିରେ ବହୁ ମାନ୍ୟଗଣ୍ୟ ଗବେଷକ, ସନାତନ ଧର୍ମ ପ୍ରଚାରକ, ପ୍ରଫେସର ଓ ଡାକ୍ତରମାନେ ସେମାନଙ୍କ ବକ୍ତବ୍ୟ ରଖିବେ । ବର୍ତ୍ତମାନ ସମାଜକୁ କବଳିତ କରିଥିବା ଯେପରିକି ଛୋଟ ପିଲାଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ, ଛାଡପତ୍ର ନେଇ ପରିବାର ଉପରେ ପ୍ରଭାବ, ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ଯୁବକ ମାନଙ୍କ ଉପରେ ମାଦକ ଦ୍ରବ୍ୟର ପ୍ରଭାବ ପ୍ରମୂଖ ଆଲୋଚନା ହେବ ।

ଉପରୋକ୍ତ ସମସ୍ୟା ଗୁଡ଼ିକ ଆଲୋଚନା କରାଯାଇ ଆଗାମୀ ଦିନରେ ସରକାର, ପରିବାର ଓ ସାମାଜର ଦାୟିତ୍ଵବୋଧତା କଣ ସେଥି ନିମନ୍ତେ ଏକ ଚିଠା ପ୍ରସ୍ତୁତ ହେବ ବୋଲି ମା’ ଘର ସଭାନେତ୍ରୀ ଶ୍ରୀମତୀ ରିତୁପର୍ଣ୍ଣା ମହାନ୍ତି, ଟ୍ରଷ୍ଟି ସୁନିତା ଗୁପ୍ତା ଓ ଏସ୍‌ଏସ୍ ହସ୍ପିଟାଲର ମୁଖ୍ୟ ଡଃ. ସୁସ୍ମିତା ସାହୁ ଏକ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...