କାଶୀନଗର, (୩୦/୩) : ଆ.ପ୍ର. : ଗତ କାଲି ଇଷ୍ଟକୋଷ୍ଟ ରେଳବାଇ ର ଜି ଏମ ପାରଳାଖେମୁଣ୍ଡି ଷ୍ଟେସନ ପରିଦର୍ଶନ କରିଛନ୍ତି ।
ଗତକାଲି ଏକ ସ୍ୱତନ୍ତ୍ର ବଗି ରେ ଇଷ୍ଟକୋଷ୍ଟ ର ଜି ଏମ ପହଂଚି ପାରଳାଖେମୁଣ୍ଡି ଠାରେ ନିର୍ମିତ ନୂଆ ଷ୍ଟେସନ କୁ ଅନୁଧ୍ୟାନ କରିଛନ୍ତି । ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ସେ ଉତ୍ତର ଦେଇଥିଲେ । କାର୍ଯ୍ୟଶୈଳୀ ଅତି ସୁନ୍ଦର ଓ ଅତିଶୀଘ୍ର ଏହି ଷ୍ଟେସନ ଇଷ୍ଟକୋଷ୍ଟ ତରଫରୁ ଉଦଘାଟନ ହେବ ବୋଲି ସେ କହିଛନ୍ତି । ସେ କ୍ରସିଂଙ୍ଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି, ଆଉ ଅଧିକ ଟ୍ରେନ ମଧ୍ୟ ଚଳା ଚଳ କରିବ ବୋଲି ସେ କହିଛନ୍ତି ।