32.9 C
Balāngīr
Thursday, June 12, 2025

ଏସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ

Must read

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୨/୮) : ଏସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଘଠନ ।WhatsApp Image 2024 08 22 at 11.34.32 ଏସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଆଜି ରାୟଗଡା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲ ଛକଠାରେ ଦଳିତ ସଂଘଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦେଇଛନ୍ତି । ସେହିପରି ମୁନିଗୁଡା ତିନିକୋଣିଆ ଛକଠାରେ ମଧ୍ୟ ଦଳିତ ସଂଘଠନ ବନ୍ଦର ଡାକରା ଦେଇଛନ୍ତି । ଏହାର ପ୍ରଭାବରେ ଅନେକ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ ଭାବରେ ଠପ୍ ହଇଯାଇଛି । ଏହି ବନ୍ଦ ପାଳନ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବାରଘଣ୍ଟିଆ ବନ୍ଦ ପାଳନ କରାଯିବା ବଲି ଦଳିତ ସଂଘଠନ ପକ୍ଷରୁ କୁହାଯାଇଛି । ସଂରକ୍ଷଣ ବ୍ୟବସ୍ଥାରେ ଯେଉଁ କ୍ରିମିଲିୟର ବ୍ୟବସ୍ଥା କରିଛନ୍ତି ଏହାକୁ ଆମେ ଏସି ଏସଟି ସମାଜ ସମ୍ପୂର୍ଣ ବିରଧ କରୁଛୁ ।

ଯଥାଶିଘ୍ର ଏହା ଉପରେ ପୁନଃ ବିଚାର କରିବା ପାଇଁ ଏସି ଏସଟି ସମାଜ ପକ୍ଷରୁ ଅଭିଯୋଗ ହୋଇଛି । ଡବ ସମାଜ ର ସଭାପତି ରାମଦାସ ଟା କ୍ରୀ, ପୂର୍ଣ୍ଣ ଚନ୍ଦ୍ର ଟା କ୍ରୀ, ଭରତ ହିକାବଡି,ରାମ, ଜୟରମ ହିକାଜା, ଅନିତ ପିଡି କାକା, କିଶୋର, ବି ଏସ ପି ସଭାପତି, ଜିତୁ ଜକଷିକା,ସୁରେଶ, ଜୟ ରାମ ଉଳକା, ଚନ୍ଦ୍ରପତି ଗର୍ଡିଆ, ଚନ୍ଦ୍ର ପତି ପାଲା କା, ମହିଳା କୁର୍ଲି ସରପଞ୍ଚ, ବଛ, ଅଂଶୁମାନ ପଲକା ଓ ମହିଲା ବର୍ଗ କର୍ମୀ ବୃନ୍ଦ ଉପସ୍ଥିତ ରହି ଭାରତ ବନ୍ଦ ଅଭିଯାନ କୁ ସଫଲ୍ୟ ମଣ୍ଡିତ କରିଥଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...