32.9 C
Balāngīr
Thursday, June 12, 2025

ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗ ଗୃହ କମିଟି ବିନିକା ଗସ୍ତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୫/୯) : ଓଡ଼ିଶା ବିଧାନ ସଭାର ଓଡ଼ିଶା ସରକାର ଙ୍କ ବିଦ୍ୟୁତ ବିଭାଗ ଗୃହ କମିଟି ଅଧାକ୍ଷ ତଥା ବଳାଙ୍ଗିର ବିଧାୟକ ନରସିଂହ ମଶ୍ରଙ୍କ ନେତୃତ୍ବରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଦେବଗଡ ବିଧାୟକ ସୁବାଶ ପାଣିଗ୍ରାହୀ ସୁବର୍ଣ୍ଣପୁରଜିଲ୍ଳା ବିନିକାକୁ ଗସ୍ତକରି ବିନିକା ବ୍ଳକ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା ।3b478143 b279 4ab1 8716 bca5c3ee1991 ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗ ଗୃହ କମିଟି ବିନିକା ଗସ୍ତ

ଏଥିରେ ସୁବର୍ଣ୍ଣପୁର ଜିଲ୍ଳାରେ ଲାଗିରହିଥିବା ବିଦ୍ୟୁତ ସମସ୍ୟା ଉପରେ ଗୃହ କମିଟି ବିଦ୍ୟୁତ ବିଭାକ କର୍ମଚାରୀ ଉପରେ କ୍ଷୋଭ ପ୍ରକାଶ କରିଥିଲେ | ଜିଳ୍ଳାରେ ଠିକ ହିସାବରେ ବିଭିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ହୋଇଥିବାରୁ କମିଟି ତାଗିତ କରିଥିଲେ । ଜିଲ୍ଳାର ପ୍ରତ୍ୟେକ ସେକସନର ସେକସନ ହେଡ଼କ୍ବାଟର ରେ କିମ୍ବା ୮ କିଲୋମିଟର ଦୁରତ୍ବର ରହିବା ତାଗିତ କରିଥିଲେ | ସହରରେ ବିଦ୍ୟୁତ ଟ୍ରାନସଫରମର ଖରାପହେଲେ ସହର ଅଞ୍ଚଳରେ ୨୪ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ଟ୍ରାନସଫରମର ପରିବତ୍ତନ କରିବା ସହ ଏଥିପାଇଁ ଗ୍ରାହାକ ମାନେ ବିଲ ଦେବାକୁ ବାଧ୍ୟ ନୁହନ୍ତି ବୋଲି ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗ ଗୃହ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ |

ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ, ଏଡିଏମ ସୁର୍ଯ୍ୟ ନାରାୟଣ ଦାସ, ଉପଜିଲ୍ଲାପାଳ ନିହାର ରଂଜନ କହଁର, ପିଡ଼ି ଡ଼ିଆରଡ଼ିଏ ଡ଼ୋଲାମଣୀ ପଟେଲ, ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ବିନିକା ଏସଡ଼ିଓ ରଷ୍ମିରଞ୍ଜନ ଜେନା, ସହ ବ୍ଲକର ଓ ବିଦ୍ୟୁତ ବିଭାଗ ସମସ୍ତ କର୍ମଚାରୀ ଉପସ୍ତିତ ଥିଲେ । ପରେ ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ଜିଲ୍ଲାର ବିଦ୍ୟୁତ ସମସ୍ୟାକୁ ନେଇ ଗୃହ କମିଟୀକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...