ରିପୋର୍ଟ : ସନ୍ତୋଷ କୁମାର ନାୟକ
ବାଲାଙ୍ଗୀର/ କଣ୍ଟାବାଞ୍ଜି, (୩୧/୦୫) : କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଏକ ମାଲ ଗାଡିର ୪ଟି ବଗି ଲାଇନ ଚ୍ୟୁତ ହୋଇଛି l ବିଭିନ୍ନ ଦୃତଗାମୀ ଟ୍ରେନ ସହ ରେଳ ଚଳା,ଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେ ଏକ ମାଲବାହି ଟ୍ରେନ ରାୟପୁର ପଟୁ ଆ ସୁଥିଲା,, କୌଣସି କାରଣ ରୁ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଥିବାରୁ ୪ଟି ବଗି ଲାଇନଚୁତ ହୋଇଛି,, ଉକ୍ତ ମାଲ ବାହି ଟ୍ରେନ ରେ ଚାଉଳ ବୋଝେଇ ହୋଇ ଥିବା ଜଣାପଡିଛି l ତେବେ ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ଅଛି,, ଏଥିରେ କୌଣସି ଲୋକ ଙ୍କ କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ବିପୁଳ ପରିମାଣ ରେ ଚାଉଳ ନଷ୍ଟ ହୋଇଛି,, କ୍ରେନ ସାହାଯ୍ୟ ରେ ବଗି କୁ ପୁନଃ ଲାଇନ ଅବସ୍ଥାପିତ କରା ଯାଉଛି ।