ରିପୋର୍ଟ: ଓଡିଶା ନ୍ୟୁଜ୨୪ //
ଗଂଜାମ (୧୫/୧୨): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ରେ ଥିବା କନକା ପ୍ରାଇମେରୀ ସ୍କୁଲ ରେ ପରିଚାଳନା କମିଟି ଗଠିତ ହୋଇ ଯାଇଛି | ଏହି ସ୍କୁଲ ପରିଚାଳନା କମିଟି ବୈଠକ ରେମୁଖ୍ୟ ଅତିଥି ଭାବେ ଏନଏସିର ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଯୋଗ ଦେଇଥିଲା ବେଳେ , ସ୍କୁଲ କମିଟି ସଭାପତି ଭାବେ ବିଚିତ୍ର ବେହେରା, ମନୋନୀତ ହୋଇ ଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ସିଆର ସିସି ହେମନ୍ତ ବେହେରା, କାଉନ ସିଲର ଭବାନୀ ନାୟକ, ଇ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ, ଓ କିଛି ଅଭି ଭାବକ ଯୋଗ ଦେଇଥିଲେ | ନୂଆଁ ପରିଚାଳନା ଦ୍ୱାରା ସ୍କୁଲ ରେ ଥିବା ମୋଟ ୭୩ ଜଣ ଛାତ୍ର, ଛାତ୍ରୀ ଙ୍କ ବହୁବିଧ ଉର୍ନ୍ନତି ସହ ପାଠପଢ଼ା ରେ ମଧ୍ୟ ସୁଧାର ଆସି ପାରିବ ବୋଲି ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା କହିଛନ୍ତି |