32.9 C
Balāngīr
Tuesday, May 20, 2025

କନିଷ୍ଠ ଶିକ୍ଷକ ସଂଘ ବଲାଙ୍ଗିର ଶାଖା ତରଫରୁ ସଭାପତି ସତ୍ୟନାରାୟଣ ଓ ସମ୍ପାଦକ ସୁନୀଲ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ଭଗବାନ ମହାନ୍ତି
ବଲାଙ୍ଗିର, (୦୯/୦୨) : ବଲାଙ୍ଗୀର ଜିଲ୍ଲା ସ୍ତରୀୟ ପ୍ରତିନିଧି ନିର୍ବାଚନ କାର୍ଯ୍ୟକ୍ରମ ବଲାଙ୍ଗିରରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାର ୧୪ ଗୋଟି ବ୍ଲକର ନବନିଯୁକ୍ତ କନିଷ୍ଠ ଶିକ୍ଷକ ମାନେ ଏହି ସଭାରେ ଯୋଗ ଦେଇଥିଲେ। ଆଗାମୀ ଦିନରେ କିପରି ଭାବରେ ପ୍ରାଥମିକ ସ୍ତରରେ ଥିବା ବିଭିନ୍ନ ଅସୁବିଧାର ଦୂରୀକରଣ ନିମନ୍ତେ ସଂଘ ମାଧ୍ୟମରେ ସରକାରଙ୍କ ପାଖରେ ଦାବୀ ରଖାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକର ବ୍ଲକସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନେ ସାମ୍ବିଧାନିକ ପ୍ରକ୍ରିୟାରେ ନିଜ ନିଜର ମତ ସାବ୍ୟସ୍ତ କରି ଜିଲ୍ଲା ସ୍ତରୀୟ ପ୍ରତିନିଧି ମାନଙ୍କୁ ନିର୍ବାଚନ କରିଥିଲେ ।

ସର୍ବସମ୍ମତି କ୍ରମେ ସଭାପତି- ସତ୍ୟନାରାୟଣ ସାହୁ, ଉପସଭାପତି – ମୌସୁମୀ ପାତ୍ର, ସମ୍ପାଦକ – ସୁନିଲ ସେଠ୍, ସହ ସମ୍ପାଦକ – ଟିଙ୍କୁଦେବ ଭୋଇ, କୋଷାଧ୍ୟକ୍ଷ- ପବିତ୍ର ବେହେରା, ସହ କୋଷାଧ୍ୟକ୍ଷ- ଦେବଯାନୀ ମାଝୀ, ଜିଲ୍ଲା ସଂଯୋଜକ – ଚନ୍ଦ୍ରଭାନୁ ବିଶ୍ଵାଳ ଗଣମାଧ୍ୟମ ସଂଯୋଜକ- ନିରସିନ୍ଧୁ ପୂଟା ପ୍ରମୁଖ ନିର୍ବାଚିତ ହୋଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...