32.9 C
Balāngīr
Saturday, July 12, 2025

କାଶୀନଗର ରେ ନାଗୁଲୀ ଚତୁର୍ଥୀ ପାଳିତ

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୧୧) : ଆଜି ପବିତ୍ର କାର୍ତ୍ତିକ ମାସ ଚତୁର୍ଥୀ କୁ ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ର କାଶୀନଗର ସହର ରେ ନାଗୁଲୀ ଚତୁର୍ଥୀ ଭାବେ ପାଳନ କରୁଛନ୍ତି ସୀମାନ୍ତ ଓଡ଼ିଶା ଲୋକ ।WhatsApp Image 2021 11 09 at 7.12.13 AM କାଶୀନଗର ରେ ନାଗୁଲୀ ଚତୁର୍ଥୀ ପାଳିତ

କାଶୀନଗର ବ୍ଲକ ର ଏହି ଅଞ୍ଚଳ ଟି ତେଲୁଗୁ ଭାଷା ଭାଷୀ ଲୋକ ଙ୍କ ବସତି ଅଟେ । ତେଲୁଗୁ ଲୋକ ମାନେ ଦୀପାବଳୀ ଠାରୁ କାର୍ତ୍ତିକ ମାସ ପାଳନ କରନ୍ତି । ଏଣୁ ନାଗୁଳି ଚତୁର୍ଥୀ କୁ ସେମାନେ ଯାକ ଯମକ ରେ ପାଳନ କରନ୍ତି । ପିଲା ଠାରୁ ବୃଦ୍ଧ ସମସ୍ତ ଲୋକେ ସଜ ବାଜ ହୋଇ ନିଜ ଖେତ ରେ ଥିବା ସାପ ବିଳ କୁ ଜାଇ ଅଣ୍ଡା ପକାନ୍ତି ଓ ପୂଜା କରନ୍ତି । ସେହିଭଳି କାଶୀନଗର ରେ ନାଗୁଲୀ ଚତୁର୍ଥୀ ପୂଜା ରେ ଓଡ଼ିଆ ଲୋକ ମାନେ ମଧ୍ୟ ସାମିଲ ହୋଇଥାନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...