32.9 C
Balāngīr
Wednesday, April 23, 2025

କୋରାପୁଟ ଛକରେ ଟ୍ୟାଙ୍କର ସହିତ କାର ଦୁର୍ଘଟଣା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡ଼ ୨୭-୦୩-ଆପ୍ର): ରାୟଗଡ଼ କୋରାପୁଟ ଛକ ନିକଟରେ ଗୋଟିଏ ଟ୍ୟାଙ୍କର MP 19ZL2247 କୋରାପୁଟ ପଟରୁ ଆସୁଥିବା ବେଳେ, ରାୟଗଡ଼ ପଟରୁ ଏକ ୱାଗନ ର କାର ସହିତ ସମୟ ୨ଟା ବେଳେ ଧକ୍କା ହୋଇଥିବାର ଦେଖିବାକୁ ମିଳିଛି।59f66b86 aaa8 45ea b38b 7f6e7f951c5a କୋରାପୁଟ ଛକରେ ଟ୍ୟାଙ୍କର ସହିତ କାର ଦୁର୍ଘଟଣା

ଏହି ଦୁର୍ଘଟଣାରେ କିଏ କିଛି ଆହତ ହୋଇ ନ ଥିବା ସ୍ଥଳେ। ୱାଗନର କାର ଟିର ନମ୍ବର୍ OR 02 BA7501 ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। କାର ଚାଳକ ଜଣକ ପୁଲିସ୍ କନେଷ୍ଟବଳ ବୋଲି ଜଣା ପଡିଛି। ତେବେ ଟ୍ରକ୍ ଚାଳକ ଏବଂ ଟ୍ରକ୍ କୁ ପୁଲିସ୍ ଥାନାରେ ନେଇ ଅଟକ ରଖିଥିବା କହିଛନ୍ତି ପୁଲିସ୍। କୋରାପୁଟ ଛକ ନିକଟରେ ଦ୍ୱିପହର ୧୨ ପରେ ଟ୍ରାଫିକ ସିଗନାଲ କାମ କରି ନ ଥାଏ ଅନ୍ୟପଟେ ୧୨ଟା ରୁ ୪ଟା ପର୍ୟ୍ୟନ୍ତ କୌଣସି ଟ୍ରାଫିକ ପୁଲିସ୍ ଏଠାରେ ନିୟୋଜିତ ନ ଥାଆନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ରାୟଗଡ଼ ସହର ଏହି ଦୁର୍ଘଟଣା ଛକ ରେ ଅନେକ ଗୁଡ଼ିଏ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ବାହନ ଦୁର୍ଘଟଣା ହେଉଥିବା ବେଳେ, ଏଠାରେ ୧୨ଟା ପରେ ଟ୍ରାଫିକ ସିଗନାଲ ବନ୍ଦ ରହିବା ଏବଂ କୌଣସି ଟ୍ରାଫିକ ପୁଲିସ୍ ୧୨ ରୁ ୪ ପର୍ୟ୍ୟନ୍ତ ନ ରହିବା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ବୁଦ୍ଧିଯିବି ମାନେ ମତ ଦେଇଛନ୍ତି।

ଜିଲ୍ଲା ବିଜେପି ସଭାପତି ସାମ୍ବାଦିକଙ୍କୁ କରିଛନ୍ତି ଅଣଦେଖା

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...