ଭୁବନେଶ୍ୱର, (୦୭/୦୬) : ଆପ୍ର. : କ୍ୟାବିନେଟରେ ୫ ପ୍ରସ୍ତାବ ଉପସ୍ଥାପିତ । ୪ ପ୍ରସ୍ତାବରେ ବାଜିଲା ମୋହର ।
ଗୃହ ଓ ନଗର ଉନ୍ନୟନ ବିଭଗରେ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬୧୦୦ କୋଟି ଅନୁମୋଦିତ । ସହରର ଭିତ୍ତିଭୂମି ଉନ୍ନତି ହେବ। ନିଯୁକ୍ତି ସୃଷ୍ଟି ହେବ । ଜୈବ ପ୍ରଯୁକ୍ତି ବିଜ୍ଞାନ ର ବିକାଶ ଯୋଜନାକୁ ମଞ୍ଜୁରୀ । ୫ ବର୍ଷ ପାଇଁ ଖର୍ଚ୍ଚ ହେବ ୧୧୧୩ କୋଟି ଟଙ୍କା । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ Narcotics Control Bureau” ଚନ୍ଦ୍ରଶେଖରପୁର ଠାରେ ଆବଣ୍ଟିତ ଅତିରିକ୍ତ ସରକାରୀ ଜମି ଏ.୦.୬୪୪ଡି.ର ଅଧୂମୂଲ୍ୟ (Additional Land Premium)ବାବଦକୁ ଟ.୨,୬୦,୮୨,୦୦୦/-ଙ୍କା(ଦୁଇ କୋଟି ଷାଠିଏ ଲକ୍ଷ ବୟାଅଶୀ ହଜାର) ଛାଡ଼ କରିବା ନିମନ୍ତେ କ୍ୟାବିନେଟ ନିଷ୍ପତି । ଛେଲିଗଡ଼ ଜଳ ସେଚନ ପ୍ରକଳ୍ପ ର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣ ଅନୁମୋଦିତ | ଖର୍ଚ୍ଚ ହେବ ୧୫୧ କୋଟି । ୬୨୬୦ ହେକ୍ଟର ଜଳ ସେଚନ ହେବ ।