ରିପୋର୍ଟ : ଗୋପୀନାଥ ଗୌଡ଼
ମୁନିଗୁଡା, (୧୨/୦୩) : ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ କୁମୁଡ଼ାବଳି ପଞ୍ଚାୟତ ଅଧୀନ ରେ ଥିବା ଖଜୁରୀ ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁନିଗୁଡା x ଚେରମେନ ଶ୍ରୀ ପର୍ଶୁରାମ ୱାଡ଼ାକା, ପ୍ରଧାନ ଶିକ୍ଷୀୟତ୍ରି ଶ୍ରୀମତି ଟୁ ନି ଦେଈ, ସହୋଜଗୀ ଶ୍ରୀମତି। ବବିତା ଜେନା ,fln ଶିକ୍ଷକ cini , ଜାଗା ନନ୍ଦ ଲବଲା, ତ୍ରିପତି ଉଲ୍ଲକା, ତୃପତି ଦାସ, ୱଡା ମେମ୍ୱର ଦାସୁରୁ ସାରକା, ମାଳତୀ ମହାନଦିଆ, ଉର୍ବଶୀ ପଲକିଆ ବିଦ୍ୟାଳୟ ସଭାପତି, ସନ୍ତସି ଦାସ, ଗଣ ମାଧ୍ୟମ ପ୍ରତିନିଧି ନରୋତ୍ତମ ପାଢ଼ୀ ଆଜିର ସଭା ରେ ମଞ୍ଚା ସିନ ହୋଇଥିଲେ । ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କୁନି ଛାତ୍ର ଓ ଛାତ୍ରୀ ମାନେ ପରିବେଷଣ କରି ଥିଲେ । ଗ୍ରାମର ଭଦ୍ର ବ୍ୟକ୍ତି ଓ ଅଭିବାବକ,ଆଶା ଦିଦି ସମସ୍ତେ ଉପସ୍ଥିତ ରହିଥିଲେ । ଅତି ସୁନ୍ଦର ଭାବରେ କାର୍ଯ୍ୟ କର୍ମ ଟି ଶାନ୍ତି ଶୃଙ୍ଖଳା ରକ୍ଷା କରି ସମ୍ପାଦନ ହୋଇଥଲା । ଶିକ୍ଷା ଅଧିକାର କିମ୍ବା ବ୍ଲକ୍ ସ୍ତରୀୟ ଅଧିକାରୀ ଅନୁପସ୍ଥିତ ରହିଥିବାରୁ ଗ୍ରାମ ବାସୀ ଓ ଶିକ୍ଷକ ଅଭିଭାବକ ମାନେ ମନରେ ଖ୍ୟାବ ପ୍ରକାଶ ପାଇଛି।