32.9 C
Balāngīr
Wednesday, April 23, 2025

ଗଜପତି ଜିଲ୍ଲାର ଦୁଇ ବିଧାୟକଙ୍କୁ ଦାବୀ ପତ୍ର ଦେଲା ପିଷ୍ଟା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ପ୍ରଣତି ସାବତ //
ଗଜପତି (୧୦/୧୨): ରାଜ୍ୟ ସରକାରଙ୍କ ବିଭିନ୍ନ ଦାବୀକୁ ମାନୁ ନ ଥିବାରୁ ବିଧାନସଭାରେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସମସ୍ତ ଜିଲ୍ଲାର ବିଧାୟକ ଓ ମନ୍ତ୍ରୀଙ୍କୁ ୯ ତାରିଖରେ ଦାବୀ ପତ୍ର ଦିଆ ଯାଇଛି |388b9217 e85d 4d7f ad33 7bcc036e44bc ଗଜପତି ଜିଲ୍ଲାର ଦୁଇ ବିଧାୟକଙ୍କୁ ଦାବୀ ପତ୍ର ଦେଲା ପିଷ୍ଟା

ରାଜ୍ୟରେ କାର୍ଯ୍ୟରତ ଏନ ପି ଏସ ଶିକ୍ଷକଙ୍କ ବିଭିନ୍ନ ଦାବୀ ଯଥା କେନ୍ଦ୍ରୀୟ ହାରରେ ଦରମା, ଗ୍ରେଡ଼ ପେ ବୃଦ୍ଧି, ୬/୮ ଟି ନୋଶନାଲ ଇନ୍କ୍ରିମେଣ୍ଟ ସହ ମୂଳ ଚାକିରୀରେ ସେହି ସମୟକୁ ଗଣନା କରିବା ଆଦି ଦାବୀରେ ଗଜପତି ପିଷ୍ଟା ସଙ୍ଘ ତରଫରୁ ପ୍ରତିନିଧି ଉପ ସଭାପତି ଗୋପାଳ ରାଓ, ପରାମର୍ଶଦାତା ବସନ୍ତ ମିଶ୍ର, ଭୁବନେଶ୍ୱର ଠାରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୁପେଶ ପାଣିଗ୍ରାହୀ, ମାନ୍ୟବର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି, ବିଧାୟକ ମାନେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରି ଶିକ୍ଷକ ମାନଙ୍କ ଦାବୀ ହାସଲ ପାଇଁ ଚେଷ୍ଟା ଜାରି ରଖାଯିବ ବୋଲି ପିଷ୍ଟା ତରଫରୁ କୁହାଯାଇଛି |

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...