ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୧) : ମୁକୁନ୍ଦ ପୋଡ ଓ ଉଦ୍ଧବ ରଣା ନିଜ ଘର କାମ କରିବା ବେଳେ ୧୧ କେଭି ର ଇଲେକ୍ଟ୍ରି କରେଣ୍ଟ ତାର ସଂଯୋଗ ରେ ଜଣ ଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅଛନ୍ତି ।
ଏ ଘଟଣା ନେଇ ବିଭାଗୀୟ ଅଧିକାରୀ ଙ୍କୁ ଅଫିସ ରେ ନ ପାଇ ତିନି ଜଣ କର୍ତ୍ତବ୍ୟରତ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଏକ ଭୋଜି ଆସର ଜମାଇ ଥିଲେ,ସେଠି ତାଙ୍କୁ ପାଞ୍ଚ ଜଣ ଅଧିକାରୀ ଆକ୍ରମଣ ସହ ଗାଡ଼ି ଚଢ଼େଇ ମାରିଦେବା ଉଦ୍ୟମ କରିବା ଭଳି ଭି,ଓ ରାଜ୍ୟ ରେ ହଟ,ଚମଟ ସୃଷ୍ଟି କରିଛି । ଥାନା ରେ ଧାରଣା ଦେବା ସହ ଅଭିଯୋଗ କରି ଥିବା ପାଞ୍ଚ ଜଣ ଙ୍କୁ ଗିରଫ ଓ କୋର୍ଟ ଚାଲାଣ ଦାବି କରାଯାଇ ଥିବା ବେଳେ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ବେଳେ ବର୍ତ୍ତମାନ ଉକ୍ତ ତିନି ଅଭିଯୋଗ ଫେରାର ଅଛନ୍ତି,ତେବେ ଏକ ଗାଡ଼ି ମଡେଇ ହତ୍ୟା ଉଦ୍ୟମ ଓ କିଏ ଉକ୍ତ ଦାମୀ କାର ଡ୍ରାଇଭିଂ କରୁଥିଲା ସେ ନେଇ ସ୍ୱତନ୍ତ୍ର ତଦନ୍ତ ନିହାତି ଆବଶ୍ୟକ ।
ସେହିଭଳି ପାଲଟା ଅଭିଯୋଗ ତିନି ଜଣ ସାମ୍ବାଦିକ ଙ୍କ ନା ରେ ଓ ଅନ୍ୟ ପାଞ୍ଚ ଜଣ ସାମ୍ବାଦିକ ଙ୍କ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ବିରୋଧ କରି ଥିବା ଓ ଅନ୍ୟ ପାଞ୍ଚ ଜଣ ସାମ୍ବାଦିକ ଟଙ୍କା ଆଦାୟ କରିବା ନେଇ କିଛି କଲ ରେକର୍ଡ,ଓ ନାମ ଉଲ୍ଲେଖ କରିଥିବା ଏକ ମାମଲା ରୁଜୁ କରିଛନ୍ତି ବୋଲି ବିଭାଗ ତରଫ ରୁ ଜଣା ଯାଇଛି । ଏପରିକି ୨୫ ଲକ୍ଷ ଟଙ୍କା ଆଦାୟ କରି ଘଟଣା ଚପେଇ ଦେବା ଆପୋଷ ବୁଝାବଣା ସହ ଓଟିଭି ର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି । ଗଣ ମାଧ୍ୟମ ର କଣ୍ଠ ରୁଦ୍ଧ କରିବା ର ହିନ ଚକ୍ରାନ୍ତ ଚଳାଇ ଥିବା ବେଳେ ଆଜି ତାଙ୍କ ଜାମିନ ନେଇ ତାରିଖ ମଞ୍ଜୂର ହୋଇଛି । ଏ ନେଇ ସାମ୍ବାଦିକ ସଙ୍ଘ ର ଜାମିନ ଆବେଦନ ମଞ୍ଜୁର ହେବ ନା ନାହିଁ ସେ ନେଇ ସମସ୍ତ ଙ୍କ ତରଫ ରୁ ତୀବ୍ର ନଜର ରହିଛି ।