32.9 C
Balāngīr
Wednesday, April 30, 2025

ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ କମିଟି ଗଠନ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୨/୧୨) : ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ କମିଟି ଗଠିତWhatsApp Image 2024 12 22 at 17.54.43 1 ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ କମିଟି ଗଠନ

ଗରଗଡ଼ବାହାଲ ଚାହାରପଡା ଠାରେ ବ୍ଲକ ଯାଦବ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଞ୍ଚଳର ଯାଦବ ବୃନ୍ଦ ମାନଙ୍କୁ ନେଇ ବ୍ଲକ ଯାଦବ ମହାସଭା ସଭାପତି ଶ୍ରୀ ଗଙ୍ଗାଧର ହେର୍ଣ୍ଣାଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ଗରଗଡ଼ବାହାଲ ପଞ୍ଚାୟତର ଯାଦବ ସମାଜ ପରିଚାଳନା କମିଟି ଓ ଯୁବ ଯାଦବ ପରିଚାଳନା କମିଟି ଗଠନ ସମ୍ବନ୍ଧରେ ବିଚାର ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ତରୁଣ ପୋଢ଼ ଜିତେନ୍ ହାତି ମାନପତି ଷାଣ୍ଢ ପ୍ରଦୀପ ବଛା ସୁମନ୍ତ ବାଗ ଅତିଥି ଭାବେ ଯୋଗ ଦେଇଥିଲେ ।

ଗରଗଡ଼ବାହାଲ ପଞ୍ଚାୟତ ଯାଦବ ସମାଜ ସଭାପତି ଇନ୍ଦ୍ରମଣି ବାଗ ଯୁବ ଯାଦବ ସଭାପତି ହୃଦାନଦ ବାଗ ଉପ ସଭାପତି ଚନ୍ଦ୍ରହାସ୍ୟ ବାଗ ସାଧାରଣ ସମ୍ପାଦକ ହେମନ୍ତ ବାଗ ସହ ସମ୍ପାଦକ ଶେଷଦେବ ବାଗ କୋଷାଧକ୍ଷ ଚୁଡାମଣି ହାତି ଯୁବ ଯାଦବ କମିଟି ସଭାପତି ହୃଦାନନ୍ଦ ବାଗ ଉପ ସଭାପତି ଗୋବର୍ଧନ ବାଗ ସାଧାରଣ ସମ୍ପାଦକ ଦୁଦ୍ଧେଶ୍ଵର ବାଗ ସହ ସମ୍ପାଦକ ଡୋଳାମଣି ଆଡଜୁଆଡ଼ କୋଷାଧକ୍ଷ ପବିତ୍ର ହାତି ଉପଦେଷ୍ଟା କମିଟି ରେ ବଂଶୀଧର ବାଗ ହଜାରି ବଗର୍ତ୍ତୀ ବସନ୍ତ ବାଗ ରୁପାଧର ହାତି ବିରଞ୍ଚି ବାଗ ଧୂବାଲେ ଠେଲା ସମନାଥ ଭଇଁସାଲ ଗଙ୍ଗାଧର ବାଗ ଜଗଦିଶ ବାଗ ହୃଷିକେଶ ବାଗ ହୀରାଧର ବାଗ ମଗଶିର ବାଗ ଚନ୍ଦ୍ର ଖର୍ସେଲ ପ୍ରହ୍ଲାଦ ବାଗ କାର୍ଯ୍ୟକ୍ରମ ରେ ସଞ୍ଜୟ ବାଗ ଭୈରବ ବାଗ କମିଟି ଗଠନ ରେ ସହଯୋଗ କରିଥିଲେ ।ପରିଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...