ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ,(୩୦/୧୧) : ବିଷମ କଟକ ବ୍ଲକ ଅନ୍ତର୍ଗତ କାଣାବାଇ ପଞ୍ଚାୟତ ରେ ଗାଁସାଥି ଭାଇ ମାନଙ୍କ ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ କରିଥିଲେ ।
ଗାଁସାଥି ଭାଇ ମାନଙ୍କ ଏହି ସ୍ୱତନ୍ତ୍ର କର୍ମଶାଳା ରେ ସରପଞ୍ଚ ଶ୍ରୀ ଯୁକ୍ତ ବୀର ସିଂ କୁମ୍ଭୁରକା, ନାୟକଙ୍କ ସରପଞ୍ଚ ପ୍ରେମାନନ୍ଦ ପଶୁପୁରେଡି, ସମିତି ରାଜୁ କଣ୍ଡଗିରି, vlw ଦମଦାର ମାଣ୍ଡାଙ୍ଗୀ, ମହୋନ କଣ୍ଡଗିରୀ, କୃପା ସାରକା ଏବଂ ଏହି କାର୍ଯ୍ୟକ୍ରମ କୁ ଦାମ ପ୍ରାସ୍କା ଆୟୋଜନ କରିଥିଲେ । ଏଥିରେ ସହଯୋଗ କରିଥିଲେ ଦିନ ବନ୍ଧୁ ହୁଇକା, ବିଷମ କଟକ ବ୍ଲକ ସଭାପତି ନରତ୍ତମ ଉଲାକା, ଦାସ ରଥୀ କୁଟୁରୁକା, ନରତ୍ତମ ପାଢୀ, ଶିବରାମ ମଣ୍ଡଙ୍ଗି, ସପାଇ ହୁଇକା, ଚମାଫା ବତି କଣ୍ଡଗୀରି, କମଳାକାନ୍ତ କନ୍ଧ ପାଣି, ଆଶା ରାଣୀ ଦଣ୍ଡସେନା, ସନ୍ଦ୍ରା ରାଓ ହିକକା, ଅନିଆ ରାଓ, ପ୍ରଫୁଲ୍ଲ ଶରକା ଉପସ୍ଥିତ ରହି ଥିଲେ । ଏକ ଦାବୀ ପତ୍ର ସରପଞ୍ଚ ଙ୍କୁ ପ୍ରଦାନ କରିଥିଲେ ।