32.9 C
Balāngīr
Tuesday, July 15, 2025

ଗୋ ହତ୍ୟା ନେଇ ଚାପା ଉତେଜନା

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୧) : କାଶୀନଗର ଅଞ୍ଚଳ ରେ ଗୋ ହତ୍ୟା କାର୍ଯ୍ୟ ନେଇ ଚାପା ଉତେଜନା ସୃଷ୍ଟି ହୋଇଛି ।

କାଶୀନଗର ଥାନା ଅଂଚଳ ର ଗରିବନ୍ଧା ଗ୍ରାମ ହରିଜନ ବସ୍ତି ରେ ଗତ ମକର ସଂକ୍ରାନ୍ତି ସମୟ ରେ ଗୋଟିଏ ଗୋ ହତ୍ୟା କୁ ନେଇ ଏହି ଗ୍ରାମ ର ସଚେତନ ଯୁବକ ଏହାକୁ ବାରଣ କରିଥିଲେ । ତଥାପି ସେମାନଙ୍କ କଥା କୁ ହରିଜନ ମାନେ ଶୁଣି ନଥିଲେ । ଜବରଦସ୍ତ ଭାବେ ସେମାନେ ହାଣିବାରୁ ଉତେଜନା ପ୍ରକାଶ ପାଇଛି । ଯୁବକ ମାନେ ଥାନାରେ ଦ୍ୱାରସ୍ତ ହୋଇଥିଲେ । ଥାନା ଅଧିକାରୀ ସୁନୀଲ ବେହେରା ସବ ଇନ୍ସ୍ପେକଟର ଆଲୋକ ଜଗଦଲ, ଶ୍ରୀ ସ୍ୱାଇଁ, ଘଟଣା ସ୍ଥଳ ରେ ପହଂଚି ଗୋ ମାଂସ ଜବତ କରି ପଶୁ ଡାକ୍ତରଙ୍କୁ ତଦନ୍ତ ପାଇଁ ପଠାଇଥିଲେ । ପରେ ତଦନ୍ତ ଜାରି ରହିଥିବା ବେଳେ କାହାକୁ ଏ ଯାଏଁ ଗିରଫ କରାଯାଇ ନାହିଁ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...