32.9 C
Balāngīr
Monday, April 28, 2025

ଜମୁକ୍ତି ଅନୁଷ୍ଠାନର ୨୯ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Must read

ମୁରିବାହାଲ, (୨୨/୦୩) : ଆ.ପ୍ର. : ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହଳଦୀ ଗ୍ରାମ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜନମୁକ୍ତି ଅନୁଷ୍ଠାନର ୨୯ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 22 at 18.13.16 2 ଜମୁକ୍ତି ଅନୁଷ୍ଠାନର ୨୯ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଏହି ସଭାରେ ମୁରିବାହାଲ, ବେଲପଡ଼ା ଓ ତୁରେକଲା ବ୍ଲକର ବିଭିନ୍ନ ଗ୍ରାମରୁ ୨୦୦ ରୁ ଉର୍ଦ୍ଧ୍ବ ଜନମୁକ୍ତି ଅନୁଷ୍ଠାନର ସଦସ୍ୟ, ସଦସ୍ୟା, ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜନମୁକ୍ତି ଅନୁଷ୍ଠାନର ବାର୍ଷିକ ପ୍ରଗତି ବିବରଣୀ ଓ ବାର୍ଷିକ ଆର୍ଥିକ ବିବରଣୀ ଉପସ୍ଥାପନ, ଅନୁଷ୍ଠାନର ୨୦୨୪ ଆର୍ଥିକ ବର୍ଷ ପାଇଁ ଅଡିଟର ନିଯୁକ୍ତି ଓ ୨୦୨୫-୨୬ ପାଇଁ ବାର୍ଷିକ ଯୋଜନା ଓ ଅଟକଳ ପ୍ରସ୍ତୁତି କରି ମଞ୍ଜୁରୀ ଦିଆଯାଇଥିଲା ।

ଏହି ବୈଠକ ଅବସରରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ବ୍ଲକ ଅଧକ୍ଷ ଶ୍ରୀ ହରିବନ୍ଧୁ ମେହେର, ୨୯ ନମ୍ବର ଜିଲ୍ଲା ପରିଷଦ ତଥା ବରିଷ୍ଠ ଆଇନଜୀବୀ ଶ୍ରୀଗୋପୀନାଥ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ପ୍ରତିନିଧି ଶ୍ରୀ ଗଙ୍ଗାଧର ହେର୍ଣ୍ଣା,ଗୋଇମୁଣ୍ଡ ସରପଞ୍ଚ ସଙ୍ଘ ସଭାପତି ଶ୍ରୀ କାଳିଆ ସରାଫ, ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଦୁର୍ଗାନନ୍ଦ ମହାକୁର, ସାମ୍ବାଦିକ ସଙ୍ଘ ସଭାପତି ଡ଼. ସୁବ୍ରତ ମହାକୁର ପ୍ରମୁଖ ମଞ୍ଚାସୀନ ଥିଲେ ।WhatsApp Image 2025 03 22 at 18.13.16 ଜମୁକ୍ତି ଅନୁଷ୍ଠାନର ୨୯ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଏହି ଅଞ୍ଚଳର ବିକାଶ ପାଇଁ ପ୍ରମୁଖ ରୂପେ ଅବଦାନ ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀ ଶ୍ରୀବତ୍ସ ବେହେରା, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହଂସରାଜ ଜୈନ,ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ଡ଼. ଭଗବାନ ମହାନ୍ତି,କୋଶଲ କବି ମଧୁସୂଦନ ନାଗ ଯାଦବ ଓ ଯମୁନା ଉତ୍ପାଦକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠାନର ଚିତ୍ର ଲେଖା ସାହୁ, କିରଣ ଜାଲ, ରଞ୍ଜିତା ହର୍ପାଲ ଓ ହିମାଂଶୁ କୁ. ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଲଳିତ ରଣା ଧନ୍ୟବାଦ ଜ୍ଞାପନ କରିଥଲେ । ସାଂସ୍କୃତିକ ସଙ୍ଗୀତ ପରିବେଷଣ ଓ ବାଦ୍ୟଯନ୍ତ୍ରରେ ରେଣୁ ରଞ୍ଜନ ବାଗ ଓ ସାଥୀ କଳାକାରମାନେ ସହାୟତା କରିଥିଲେ ।

ଆୟୋଜନରେ ଜନମୁକ୍ତି ଅନୁଷ୍ଠାନର କର୍ମକର୍ତ୍ତା ,ସଦସ୍ୟ, ସଦସ୍ୟା ଓ କର୍ମୀ ଯଥା, କପିଳାସ ଭୋଇ, ଟେଭା ସଗ୍ରିଆ ,ସଂଜୀବ କୁ.ବାରିକ, ପ୍ରକାଶ କୁ. ବନ୍ଦିଛୋର, ଜୟସିଂ ବନଛୋର, ଆଶିଷ ସା, ସଞ୍ଜୀତା ହାତୀ, ସୁବର୍ଣ୍ଣି ବାଗ, ଭାଗ୍ୟଧର ଚିନ୍ଦା, ତ୍ରିଲୋଚନ ସାହୁ, ଅଶୋକ ନେଓରା, ସୁଶୀଳ କୁ. ସାହୁ, ମତୀନ୍ଦ୍ର ବାଗ, ଲଷ୍ମୀଧର ବାଗ, ଚନ୍ଦନ ମେହେର, ମହେଶ୍ୱର ରଣା, ବିଦେଶୀ ବୁଡ଼େକ, ଜାନକୀ ଭୋଇ, ହରିଶ ବଗର୍ତ୍ତୀ ,ବୈଷ୍ଣବୀ ମହାକୁର, ବିଧୁ ବାଗ, ବୈଷ୍ଣବ ମହାନନ୍ଦ, କୁମଦିନୀ ପାତ୍ର, ଲୋଚନ ବାଗ, ବୈଷ୍ଣବ ଛତର,ନବୀନ ସାହୁ ଏବଂ ସଙ୍ଗୀତା ଗଡୁଆ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...