32.9 C
Balāngīr
Friday, June 13, 2025

ଜିଲ୍ଲା ପ୍ରଶାସନ ଓ ରେଡ଼କ୍ରସ ସୋସାଇଟି ମିଳିତ ଆନୁକୂଲ୍ୟରେ ଏକ ମ୍ୟାଜିକ ସୋ (ପ୍ରଦର୍ଶନ) ଆରମ୍ଭ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୦୮) : ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଓ ରେଡ଼କ୍ରସ ସୋସାଇଟି ମିଳିତ ଆନୁକୂଲ୍ୟ ରେ ଏକ ମ୍ୟାଜିକ ସୋ ୧୯-୦୮-୨୦୨୪ ତାରିଖ ସଂଧ୍ୟା ୦୭-୦୦ ଘଟିକା ସମୟରେ ଆରମ୍ଭ ହୋଇଛି ।WhatsApp Image 2024 08 21 at 08.24.13 1 ଜିଲ୍ଲା ପ୍ରଶାସନ ଓ ରେଡ଼କ୍ରସ ସୋସାଇଟି ମିଳିତ ଆନୁକୂଲ୍ୟରେ ଏକ ମ୍ୟାଜିକ ସୋ (ପ୍ରଦର୍ଶନ) ଆରମ୍ଭ

ଉଦଘାଟନୀ ଉତ୍ସବରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ମଧୁସୂଦନ ମାଝୀ ମୁଖ୍ୟ ଅତିଥି, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଦର୍ଶନର ଆରମ୍ଭ କରିଥିଲେ । ବାସୁ ଯାଦୁଗର ଏବଂ ତାଙ୍କ ଦଳ ଆସନ୍ତା ୩୧ଅଗଷ୍ଟ ପର୍ଯ୍ୟନ୍ତ ଟାଉନ ହଲ ଠାରେ ମ୍ୟାଜିକ ସୋ ପ୍ରଦର୍ଶନ କରିବେ । ସେହିପରି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ମଧ୍ୟ ଯାଦୁ ଖେଳ ପ୍ରଦର୍ଶିତ ହେବ । ରେଡ଼କ୍ରସ ର ଆର୍ଥିକ ଅଭିବୃଦ୍ଧି ଓ ମନୋରଞ୍ଜନର ଖୋରାକ ଦେବା ଏହି ପ୍ରଦର୍ଶନୀର ମୂଳ ଲକ୍ଷ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମ୍ୟାଜିକ ମାଧ୍ୟମରେ କୁସଂସ୍କାର ଦୂର, ଗୁଣି ଗାରେଡି ପ୍ରତି ଦୁରେଇ ରହିବା ଆଦି ଉପରେ ଯାଦୁଗର ଓ ତାଙ୍କ ଦଳ ଆଲୋକପାତ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...