ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୧/୧) : ସଡ଼କ ସୁରକ୍ଷା ପରିବାର ର ରକ୍ଷା ତା-୦୧.୦୧.୨୦୨୫ ଠାରୁ ତା-୩୧.୦୧.୨୦୨୫ ROAD SAFETY MONTH ୦୧ .୦୧ .୨୦୨୫ ΤΟ ୩୧ .୦୧ .୦୧ .୨୦୨୫ ସମସ୍ତଙ୍କୁ ଅନୁରୋଧ କରାଯାଉଅଛି ।
ତା ୦୧.୦୧.୨୦୨୫ ଠାରୁ ତା ୩୧.୦୧.୨୦୨୫ ରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ମାସ ପାଳନ ଅବସରେ ରାୟଗଡା ଜିଲ୍ଲା ବିଷମକଟକ ଠାରେ ରେଖିବାକୁ ମିଳିଛି ସଡ଼କ ସୁରକ୍ଷା ଅଧିକାରୀ ଧସିକେତନ ଧରା ସବରିଆ , ବିଷମ କଟକ ଆଇ,ଆଇ,ସି, ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ,ମା ମାର୍କମା ମହାବିଦ୍ୟାଳୟ ଅଧକ୍ଷ ସଂଜ୍ଞୟ ତ୍ରୀପାଠି ଏହି ରାଲିରେ ଜୋଗଦେଇଥିଲେ ଏବଂ ଏହି ନିମ୍ନ ଲିଖତ ନିୟମ ଗୁଡିକୁ ମାନନ୍ତୁ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ କମ୍ କରିବାରେ ସାହାର୍ଯ୍ୟ କରନ୍ତୁ ।
ରାସ୍ତାରେ ଯାତାୟତ କରୁଥିବା ସମୟରେ ନିମ୍ନ ଲିଖତ ନିୟମ ମାନି ଚାଲନ୍ତୁ । ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରନ୍ତୁ ନାହିଁ । ଦୁଇ ଚକିଆ ଯାନ ଚଲାଉଥିବା ସମୟରେ ହେଲ୍ମେଟ୍ ବ୍ୟବହାର କରନ୍ତୁ । ମଦ୍ୟପାନ କରି / ନିଶାସକ୍ତ ହୋଇ ଗାଡି ଚଲାନ୍ତୁ ନାହିଁ । ଦୁଇ ଚକିଆ ଯାନରେ ଦୁଇଜଣରୁ ଅଧିକ ବସନ୍ତୁ ନାହିଁ । ୧୮ ବର୍ଷରୁ କମ୍ ପିଲାମାନଙ୍କୁ ଗାଡି ଚଲାଇବାକୁ ଦିଅନ୍ତୁ ନାହିଁ । ଗାଡି ଚଲାଇବା ପୂର୍ବରୁ ବ୍ରେକ୍, ହର୍ୟ, ଇଣ୍ଡିକେଟର, ଟାୟାର ପ୍ରେସର, ଇଞ୍ଜିନ୍ ତେଲ ଚେକ୍ କରନ୍ତୁ ଏବଂ ଗାଡିର କାଗଜ ପତ୍ର ଅପ୍-ଟୁ-ଡେଟ୍ ରଖନ୍ତୁ ।
ମଟର ଗାଡି ଚଲାଇଲାବେଳେ ସିଟ୍ ବେଲ୍ଟ ବ୍ୟବହାର କରନ୍ତୁ । ପାର୍କିଙ୍ଗ୍ ପ୍ଲେସରେ ଗାଡି ରଖନ୍ତୁ । ଗୃହ ପାଳିତ ପଶୁଙ୍କୁ ରାସ୍ତା ଉପରେ ଛାତନ୍ତୁ ନାହିଁ ଏବଂ ଧାର୍ଯ୍ୟ ବେଗ ଠାରୁ ଅଧିକ ବେଗରେ ଗାଡ଼ି ଚାଳନା କରନ୍ତୁ ନାହିଁ । → ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବିଭିନ୍ନ କାର୍ଯ୍ୟାଳୟ ପାଖରେ କର୍କଶ ସୂରରେ ହର୍ୟ ବଜାନ୍ତୁ ନାହିଁ ଏବଂ ଗାଡି ଧରେ ଚଲାନ୍ତୁ । WF ଆବଶ୍ୟକ ଠାରୁ ଅଧୁକ ଗତିରେ ଗାଡି ଚଲାନ୍ତୁ ନାହିଁ । ଅସୁସ୍ଥ ଥିଲେ ଗାତି ଚଲାନ୍ତୁ ନାହିଁ ଏବଂ କ୍ଷମତା ଠାରୁ ଅଧିକ ଓଜନର ମାଲ ଏବଂ ଯାତ୍ରୀ ପରିବହନ କରନ୍ତୁ ନାହିଁ । ଯଦି ଏହି ନିୟମ ଗୁଡିକୁ ଅବମାନନା କରନ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ଜିଲ୍ଲା ସଡ଼କ ସୁରକ୍ଷା ସମିତି ରାୟଗଡା ।