32.9 C
Balāngīr
Wednesday, April 23, 2025

ଜୟ ଡଙ୍ଗରବୁଢ଼ା ଫୁଟବଲ କପ୍ ପ୍ରଥମ ସେମି ଫାଇନାଲ; ହଳଦୀ ଇବିଏଫଏ ଫାଇନାଲ ପାଇଁ ସ୍ଥାନ ଅଧିକାର କଲା

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୨/୦୨) : ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳ ପଡ଼ିଆଠାରେ ଜୟ ଡଙ୍ଗରବୁଢ଼ା ଫୁଟବଲ କପ୍ ପ୍ରଥମ ସେମି ଫାଇନାଲ ଖେଳ ହଳଦୀ ଇଵିଏଫଏ ଫୁଟବଲ୍ ଦଳ ଓ ସିହିନି ଫୁଟବଲ୍ ଦଳ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଥିଲା ।WhatsApp Image 2025 02 23 at 11.44.38 ଜୟ ଡଙ୍ଗରବୁଢ଼ା ଫୁଟବଲ କପ୍ ପ୍ରଥମ ସେମି ଫାଇନାଲ; ହଳଦୀ ଇବିଏଫଏ ଫାଇନାଲ ପାଇଁ ସ୍ଥାନ ଅଧିକାର କଲା

ସିହିନି ଫୁଟବଲ୍ ଦଳ କୁ ୨ ଗୋଲ ମାରି ହଳଦୀ ଇବିଏଫଏ ଫୁଟବଲ୍ ଦଳ ବିଜୟ ଲାଭକରୀ ଫାଇନାଲ ପାଇଁ ସ୍ଥାନ ଅଧିକାର କରିଥିଲା । ଜୟ ଡଙ୍ଗରବୁଢ଼ା ଫୁଟବଲ କପ୍ ପ୍ରଥମ ସେମି ଫାଇନାଲ ଖେଳରେ ମୁଖ୍ୟ ଅତିଥି ରୂପେ ଗଁରେଇ ବିଜେପି ମଣ୍ଡଳ ସଭାପତି ପ୍ରଦୀପ ବଛା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି କୋଶଲି ଏଜୁକେଟର ରିପୋର୍ଟର ତଥା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ କୋଷାଧ୍ୟକ୍ଷ ନବିନ କୁମାର ତାଣ୍ଡି, ସମାଜସେବୀ ଜରବନ ବଗର୍ତ୍ତି, ସିଆରସିସି ବିଟାବନ୍ଧ କ୍ଳଷ୍ଟର ଲକ୍ଷପତି ହରପାଲ, ଶିକ୍ଷକ ଗୋପବନ୍ଧୁ ଦାସ, ଶିକ୍ଷକ ପିତାମ୍ବର ନାଗ, ଶିକ୍ଷକ ସୁବାଷ ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ଆଜିକାର ଖେଳ ବହୁତ ସୁନ୍ଦର ଭାବରେ ହଳଦୀ ଇବିଏଫଏ ଫୁଟବଲ୍ ଦଳ ଓ ସିହିନି ଫୁଟବଲ୍ ଦଳ ମଧ୍ୟରେ ହୋଇଥିବା ବେଳେ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକ ମଧ୍ୟ ହୋଇଥିଲା । ଆଜିକାର ଖେଳକୁ ରେଫରି ଆଶୀର୍ବାଦ ସା ଓ ସହଯୋଗୀ ରେଫରି ଭାବେ ପ୍ରତାପ ଭୁକ୍ତା ଓ ଆଶିଷ ଦେବା ସା ପରିଚଳନା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...