32.9 C
Balāngīr
Wednesday, April 30, 2025

ଟଟୋପରା ଗ୍ରାମ ରେ ଷୋହଳ ପ୍ରହରୀ ନାମ ଯଜ୍ଞ ଆରମ୍ଭ ୧୦୮ କଳସ ଯାତ୍ରା

Must read

ମୁରିବାହାଲ, (୨୫/୩) : ଆ.ପ୍ର. : ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଅନ୍ତର୍ଗତ ଟଟୋପରା ଗ୍ରାମ ରେ ଷୋହଳ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି ।WhatsApp Image 2025 03 26 at 07.46.19 1 ଟଟୋପରା ଗ୍ରାମ ରେ ଷୋହଳ ପ୍ରହରୀ ନାମ ଯଜ୍ଞ ଆରମ୍ଭ ୧୦୮ କଳସ ଯାତ୍ରା

୧୦୮ କଳସ ଚୌଖାଟ ବନ୍ଧ ରୁ ପାଣି ଆଣି ମନ୍ଦିରକୁ ପ୍ରବେଶ କରିଥିଲେ । ବୁଧବାର ନାମ ଯଜ୍ଞ ଆରମ୍ଭ ହୋଇଛି । ମୁଖ୍ୟ କର୍ତ୍ତା ମାଇଧର୍ଯ୍ୟ ଜାନି ଓ ଧର୍ମପତ୍ନୀ ଅନୁପମା ଜାନି ପୂଜକ କଳାକାଁହୁ ମିଶ୍ର, ଜପକ ରାଜୀବ ମିଶ୍ର, ପାଚକ ସନ୍ତୋଷ ମିଶ୍ର ସଡଗୋସାଇଁ ରେ ରତନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ନୀଲାମ୍ବର ସାହୁ, ଫକୀର ସାହୁ, ମକରଧ୍ଵଜ ସାହୁ,ବଳିୟାର ମାଝୀ, ରାଜିନ୍ଦ୍ର ସାହୁ, ନିରଞ୍ଜନ ସାହୁ, କୁଳମଣି ସାହୁ, ଧନେଶ୍ୱର ସାହୁ, ବିରଞ୍ଚି ସାହୁ, ମହିଳା ମାନଙ୍କ ସମେତ ଗ୍ରାମବାସୀ କଳସ ଯାତ୍ରାରେ ସାମିଲ ଥିଲେ ।

କୀର୍ତ୍ତନ ମଣ୍ଡଲି ଟଟୋପରା(ମହିଳା ), ପୀଠାପରା, ହଳଦୀ, ଟଟୋପରା, ତପର୍ଣ୍ଣା,ବବୂଉଲବା (ମହିଳା), ମାକ୍ରିପରା (ମହିଳା ), ରଣାବନ୍ଧ (ମହିଳା ), ସିନ୍ଧେକେଲା, ଟିଟିଲାଗଡ଼ (ମହିଳା), ଗୁଡତୁଳା, ସାଲେଭଟା (ମହିଳା ) ଅନୁଷ୍ଠିତ ହେବ । ପୂଜା କମିଟି ମଦନ ସାହୁ, ଛକା ସାହୁ, ସୁନାସିର ସାହୁ, ଉପେନ୍ଦ୍ର ସାହୁ, ବିଜୟ ପୁଟେଲ, ଲକ୍ଷ୍ମଣ ମହାକୁର, ନୀଳମଣି ସାହୁ, ରୂପଶ ସାହୁ, ଜୟନ୍ତ ସାହୁ,ହେମନ୍ତ ସାହୁ, ରମା ପୁଟେଲ, ହରିଶ୍ଚନ୍ଦ୍ର ସାହୁ, କୁର୍ଶୀ ସାହୁ, ଲୌତୁମେ ସାହୁ, ଲଲିତ ସାହୁ, ବାପୁଜୀ ଯୁବକ ସଂଘ ର ସମସ୍ତ କର୍ମ କର୍ତ୍ତା ସହ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...