32.9 C
Balāngīr
Tuesday, May 13, 2025

ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ି : ୪ ଗିରଫ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ସୁବର୍ଣ୍ଣପୁର, (୨୮/୦୪) : ଆ.ପ୍ର : ଡ଼କାୟତି ପାଇଁ ଉଦ୍ୟମ କରୁଥିବା ବେଳେ ସୋନପୁର ବ୍ଲକ ଲଛିପୁର ପୁଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି l

ଅଭିଯୁକ୍ତ ମାନେ ହେଲେ ମୁକେଶ କଲେତ୍ (୩୭), ଆନନ୍ଦ କଲେତ୍ (୧୯), କସରତ କୁମ୍ଭାର (୪୨), ପ୍ରଶାନ୍ତ କୁମ୍ଭାର (୨୫) l ପୁଲିସ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ଼ ୧୧ ଟା ବେଳେ ଲଛିପୁର ପୁଲିସ୍ ଲୁପୁରସିଂହl, ଭୂର୍ଷlପାଲି, ଦlବପlଲି, ପେଟ୍ରlଲିଂ ସାରି ଲଛିପୁର ଫେରୁଥିବା ବେଳେ ଦାବପାଲି ନର୍ସରୀ ଠାରେ ୪-୫ ଯୁବକ ଠିଆ ହୋଇଥିଲେ l ପୁଲିସ ପଚରlଉଚରା କଲାବେଳେ ସେମାନେ ଡ଼କାୟତି ଉଦ୍ୟମ କରୁଥିବା କହିଥିଲେ l ପୁଲିସ ସେଠାରୁ ତାଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ, ସି ଜି ୧୫ ଏକେ ୩୯୧୮ ହୋଣ୍ଡା ସୀଇନ୍ ମୋଟରସାଇକେଲ, ୧ଗୋଟ୍ ଖଣ୍ଡା ସହ ଡ଼କାୟତି ପାଇଁ ବ୍ୟବହାର ଦ୍ରବ ଜବତ କରିଥିଲା l

ଆଜି ଅଭିଯୁକ୍ତ ମାନଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଲଛିପୁର ଥାନାଧିକାରୀ ଭୋଜରlଜ ସା ସୂଚନା ଦେଇଛନ୍ତି l ପୁଲିସ ର ଏହି ପେଟ୍ରlଲିଂ ରେ ଏ ଏସ ଆଇ କୈଳାଶ ଚନ୍ଦ୍ର ସାହୁ, ହାବିଲଦାର ବୁରୁଣ୍ଡିଆନ୍ ପଞ୍ଚ ବିହାର, ସି/୧୯୯ କୈବଲ୍ୟ ମାଟି, ସି/୨୦୯ ପ୍ରୁଥିରାଜ କୁଁଅର, ସି/୩୫୧ ଧର୍ମେନ୍ଦ୍ର ସାହୁ, ସି/୩୪୦ ସତ୍ୟବତୀ ବାରିକ, ଏଚ୍ ଜି ଡ୍ରାଇଭର ବିକ୍ରମ କିଶୋର ଦାଶ ସାମିଲ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...