32.9 C
Balāngīr
Wednesday, April 23, 2025

ତୁମୁଡିବନ୍ଧ ବ୍ଲକ ରେ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ,ଫୋକସ ରେ ବଡ଼ସାହି

Must read

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୫/୨) : ଫାଲେରିଆ ନିରାକରଣ ପାଇଁ ସରକାର ଙ୍କ ତରଫରୁ ନିଆଯାଇଛି ବଡ଼ ପଦକ୍ଷେପ । ଜିଲ୍ଲାର ତୁମୁଡିବନ୍ଧ ବଡ଼ସାହି ରେ ଫାଇଲେରିଆ ସଂକ୍ରମିତ ସଂଖ୍ୟାକୁ ନେଇ ପ୍ରଶାସନର ଚିନ୍ତା ବଢିଛି ।WhatsApp Image 2025 02 15 at 15.26.49 ତୁମୁଡିବନ୍ଧ ବ୍ଲକ ରେ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ,ଫୋକସ ରେ ବଡ଼ସାହି

ଏଥିପାଇଁ ଅଂଚଳକୁ ଫାଇଲେରିଆ ମୁକ୍ତ କରିବା ପାଇଁ ସରକାରଙ୍କ ନଜରରେ ରହିଛି ତୁମୁଡିବନ୍ଧ ବଡ଼ସାହି ଘର ଘର ବୁଲି ଫାଲେରିଆ ରୋଗରମୁକ୍ତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଭ୍ୟାକ୍ଟର ବର୍ଣ ରୋଗ ପରାମର୍ଶ ଦାତା କୁମୁଦ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ପହଞ୍ଚିଛନ୍ତି ବଡ଼ସାହି ରେ|ପ୍ରତ୍ୟେକ ଘରେ ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନଏବଂ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଇଛି । ଫାଲେରିଆ ମୁକ୍ତ କରିବା ପାଇଁ ଔଷଧ ଆଲବଣ୍ଡଜେଲ, ଏବଂ, ଡିଏସଆଇ, ଔଷଧ ବଣ୍ଟନ କରାଯାଇଛି । ପିଲା ଠାରୁ ବୁଢା ସମସ୍ତଙ୍କୁ ଆଶା, ଅଙ୍ଗନବାଡ଼ି , ସ୍ୱାସ୍ଥ୍ୟ କର୍ମୀ ମାନେ ବୁଝାଇ ସୁଝାଇ ଔଷଧ ସେବନ କରୁଛନ୍ତି । ଆଜିର ଏହି ଫାଲେରିଆ ନିରାକରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ଟିମ ସହ ବ୍ଲକ ଭ୍ୟାକ୍ଟର ବର୍ଣ ପରାମର୍ଶ ଦାତା ରାଜେଶ ଆଚାରୀ, ପିଆଇସି ଟିମ ରାଜୀବ ଜେନା, ସ୍ୱାସ୍ଥ୍ୟ କର୍ମୀ ଉତ୍ତମ ସାନସେଠ, ଝରଣା ସାହୁ, ଅଙ୍ଗନବାଡିକର୍ମୀ ଚନ୍ଦ୍ରିକା ସାହୁ, ଆଶା କର୍ମୀ ବିଜୟ ଲଷ୍ମୀ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...