32.9 C
Balāngīr
Wednesday, April 23, 2025

ତୈଲିକ ବୈଷ୍ୟ ତେଲି ସମାଜ ର ବ୍ଲକ ସ୍ଥରୀୟ ବାର୍ଷିକ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୩/୦୨) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଚିତ୍ରାମୁଣ୍ଡା ଗ୍ରାମ ରେ ମୁରିବାହାଲ ବ୍ଲକ ସ୍ତରୀୟ ତୈଲିକ ବୈଶ୍ୟ ସମାଜ ର ବାର୍ଷିକ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି lWhatsApp Image 2025 02 24 at 11.53.30 ତୈଲିକ ବୈଷ୍ୟ ତେଲି ସମାଜ ର ବ୍ଲକ ସ୍ଥରୀୟ ବାର୍ଷିକ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ

ତୈଲିକ ବୈଶ୍ୟ ସମାଜ ମୁରିବାହାଲ ବ୍ଲକ ସଭାପତି ବୈଦ୍ରୁତ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଓ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ତୈଲିକ ସମାଜ ର ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ଜିଲ୍ଲା ସମ୍ପାଦକ ପ୍ରଦୀପ ସାହୁ, ପାଟଣାଗଡ ଉପଖଣ୍ଡ ସଭାପତି ରାଜକିଶୋର ସାହୁ, ବେଲପଡା ବ୍ଲକ ସଭାପତି ମହେଶ୍ୱର ସାହୁ, ବେଲପଡା ବ୍ଲକ ସମ୍ପାଦକ ପର୍ଶୁରାମ ସାହୁ ନୂଆପଡା ଜିଲ୍ଲା ସଭାପତି ରାମରତନ ସାହୁ,କଣ୍ଟାବାଞ୍ଜି ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ପ୍ରମୁଖ ମଞ୍ଚାସିନ ଥିଲେ l

ମୁଖ୍ୟ ବକ୍ତା ରୂପେ ଉମାକାନ୍ତ ସାହୁ ଉପସ୍ଥିତ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ହେରାମ ସାହୁ, ହରେକୃଷ୍ଣ ସାହୁ, ତେଜରାଜ ସାହୁ, ସୁଦର୍ଶନ ସାହୁ, ଶରତ ସାହୁ ଭୋରାମ ସାହୁ, ଶ୍ୟାମସୁନ୍ଦର ସାହୁ, ବସନ୍ତ ସାହୁ, ଗୁଳାପ ସାହୁ,ଓ ଶତାଧିକ ତୈଲିକ ବୈଶ୍ୟ ସମାଜ ମୁରିବାହାଲ ବ୍ଲକର ଶତାଧିକ କର୍ମକର୍ତା ଏହି କାର୍ଯ୍ୟକ୍ରରେ ସାମିଲ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...