32.9 C
Balāngīr
Tuesday, May 13, 2025

ଦିଗପହଣ୍ଡି ବ୍ଲକରେ ବାଲିର ବ୍ୟାପକ ଚୋରାଚାଲାଣ ପ୍ରତି ରୋକ୍ ଲଗାଯାଉ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ବ୍ରହ୍ମପୁର, (୦୮/୦୫) : ଆପ୍ର. : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନରେ ଥିବା ଗୌଡ଼ଗା ନିକଟରେ ଥିବା ବାହୁଦା ନଦୀପଠାରୁ ବେଆଇନ ଭାବେ ବାଲି ଚୋରା ହେଉଥିବା ସାଧାରଣରେ ଅଭିଯୋଗ ହେଉଅଛି ।

ଏହି ବାଲିର ଚୋରା ଚାଲାଣ ଚାଲାଣ ଉପରେ ନିକଟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି । ହେଲେ ଖଣି ବିଭାଗ ସମେତ ଜିଲ୍ଲା ପ୍ରଶାସନ ଓ ପୋଲିସ ଆଖିରେ ଧୂଳି ଦେଇ ରାତାରାତି ହେଉଥିବା ବାଲିର ବ୍ୟାପକ ଚୋରା ଚାଲାଣ ଉପରେ ଅଙ୍କୁଶ ଲାଗିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ ଦିଗପହଣ୍ଡି ତହସିଲଦାର ମିଳିତ ଚଢ଼ାଉ କରି ବେଆଇନ ବାଲି ଖାଦାନ ଉପରେ ରୋକ ଲଗାଇଛନ୍ତି ।

ଏକ ଲୁହ ଚକ ଲାଗିଥିବା ମେସିନକୁ ଜବତ କରିବା ସହ ଚାନ୍ଦପୁର ଫାଣ୍ଡିରେ ଗାଡିକୁ ରଖାଯାଇଛି । ମାଫିଆ ମାନଙ୍କ ମୁଖିଆ ସାଜିଥିବା ଦିଗପହଣ୍ଡି ଅଞ୍ଚଳର ବାପି ଗୌଡ଼ ଓ କାଳୁ ବେହରା ବେଆଇନ ଭାବେ ଅଞ୍ଚଳ ବାସୀଙ୍କୁ ଧମକ ଦେଇ ଟଙ୍କା ପଇସାର ଲୋଭ ଦେଖାଇ ବାଲି ଚରାଉ ଥିଲେ । ଜଣେ ବିଜେପି ନେତାର ପାଖଲୋକ କହି ବାପି ଗୌଡ଼ ନଦୀ ଘାଟ ପରିଚାଳନା କରୁଥିଲା । କେଉଁ କରଣରୁ ବାପି ଗୌଡ଼ ଓ କାଳୁ ବେହରାକୁ ଏ ଯାବତ୍ ପୋଲିସ ଗିରଫ କରିନାହିଁ, ତାହା ସର୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...