ରିପୋର୍ଟ : ନରୋତ୍ତମ ପାଢ଼ୀ
କୋଲନରା, (୮/୧/) : ରାୟଗଡା ଜିଲ୍ଲା କୋଲନରା ବ୍ଳକ ଅନ୍ତର୍ଗତ ଥେରୁବାଲି ପଞ୍ଚାୟତ ଗୁନଖାଲ ଶାନ୍ତି ନଗର ଆଜିକୁ ୧୦ ବର୍ଷ ହେଲା ଅନ୍ଧାର ରେ ୭ ପରିବାର କଳତି ଜୀବନ ଯାପନ କରୁଛନ୍ତି ।
ଦୁଃଖ ର ବିଷୟ ଥେରୁବାଲି ଠାରୁ ସମଗ୍ର ରାୟଗଡା ଜିଲ୍ଲା ଓ ବାହାର ଜିଲ୍ଲାକୁ କରେଣ୍ଟ ବ୍ୟବସ୍ଥା କରାଯାଇଛି । ଆଗରେ ସରକାର କିରାସିନି ଦେଉଥିଲେ ଦିପ ଲଗାଇ ରହୁଥିଲୁ । ଏବେ ଖାଇବା ତେଲ ରେ ଦୀପ ଜଳି କି ରହୁଛି । ଯାହାକି ବର୍ତମାନ ୨୦୦ ତେଲ ଲିଟର ହେଲା ନି ଆମ ର ହୃଦୟ କୁ ବାଧୁ ଛି ବୋଲି ସମସ୍ତ ଦଶନା କଡରା କା କହିଛନ୍ତି କିନ୍ତୁ ନିଜ ପାଦ ତଳେ ଥିବା ଗ୍ରାମକୁ ୨୫ ବର୍ଷ ର ସରକାର ଙ୍କ ଦୃଷ୍ଟି ଆକର୍ଷଣ ହୋଈ ନାହିଁ । ଦାସନ କାଦ୍ରକା, ଚାଚେରୀ କଡରକା, ଅଜିତ ମିଣି ଆକା, ରାମାରାଓ କମ୍ଭା, କନ୍ତା ରାଓ କଦ୍ରାକା, ଟୁନା ତାଣ୍ଡିଙ୍ଗି, ରୁନା କଡ୍ରକା ରାଜ୍ୟ କଡ୍ରାକା, ମିନ ପାତ୍ର, ଭବାନୀ କଡରାକା ଦାବି ଉପସ୍ଥାନ କରି ଥିଲେ ମଧ୍ୟ ତାହା ଫଳ ପ୍ରଦ ହୋଇନାହିଁ । ଏନୁ ଦେଖିବାକୁ ପାଇଁ ରହିଲା ମହୋନ ସରକାର କି ପଦକ୍ଷେପ ନେଇଛନ୍ତି ?