32.9 C
Balāngīr
Saturday, July 12, 2025

ଦୀର୍ଘ ବର୍ଷ ର ଟିଟିଲାଗଡ଼ ସହର ର ବହୁ ଚର୍ଚ୍ଚିତ ବିକାଶ ଲାଠ ହତ୍ୟାକାଣ୍ଡ ଘଟଣା ର ହେବ ତଦନ୍ତ 

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୪/୦୮) : ସରକାର ପରିବର୍ତ୍ତନ ପରେ ବିଭିନ୍ନ ଚପେଇ ଦିଆଯାଇଥିବା ଗୁରୁତ୍ଵ ପୂର୍ଣ୍ଣ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀ କୁ ଦଣ୍ଡ ବିଧାନ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ର ବହୁ ଚର୍ଚ୍ଚିତ ଟିଟିଲାଗଡ ସହର ର ବିକାଶ ଲାଠ ହତ୍ୟା କାଣ୍ଡ ଘଟଣା ର ତଦନ୍ତ ହେବା ସୂଚନା ମିଳିଛି

ଦୀର୍ଘ ବର୍ଷ ର ଟିଟିଲାଗଡ଼ ସହର ର ବହୁ ଚର୍ଚ୍ଚିତ ବିକାଶ ଲାଠ ହତ୍ୟାକାଣ୍ଡ ଘଟଣା ର ହେବ ତଦନ୍ତ । ପ୍ରକାଶ ଯେ, ଅତି ନିର୍ମମ ଭାବେ ଟିଟିଲାଗଡ ରୁ ପ୍ରାୟ ୬ କି, ମି ଦୂର ଝାର ଦେଓବନ୍ଧ ସ୍ଥିତି ଏକ ଶିବ ମନ୍ଦିର କଡରେ ଜଣେ ସାତ ବର୍ଷିୟ ଶିଶୁକୁ ଅପହରଣ ସହ ଅଭିଯୁକ୍ତ ୭ ଲକ୍ଷ ଟଙ୍କା ଦାବି କରିବା ସହ ପୋଲିସ କୁ ସୂଚନା ନ ଦେବାକୁ ଚେତାବନୀ ଦେଇ ଥିଲେ । ପରିବାର ବର୍ଗ ପୋଲିସ କୁ ସୂଚନା ଦେଇଥିଲେ ,ଉକ୍ତ ଯୁକ୍ତ ସାରା,ରାତି ନିର୍ମମ ଭାବେ ସିବାରେଟ ଚେଙ୍କ ଦେଇ,ଦେଇ ହତ୍ୟା କରି ସେଠି ଥିବା ଏକ କୂଅ ରେ ପକେଇ ଫେରାର ହୋଇ ଯାଇଥିଲେ । ଏ ସହର ବନ୍ଦ ସହ ତୀବ୍ର ଆନ୍ଦୋଳନ ହୋଇ ଥିଲା ଓ ଘଟଣା ର ସି ବି ଆଇ କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଥିଲା । ସିବିଆଇ ତଦନ୍ତ ରେ ଅନେକ ନାମୀ, ଦାମୀ ଲୋକ ଙ୍କ ସହ ଅନେକ ସନ୍ଦିଗ୍ଧ ଅପରାଧୀ ଙ୍କୁ ଜେରା କରିବା ସତ୍ତ୍ଵେ ଅପରାଧୀ ଙ୍କୁ ଠାବ କରି ପାରି ନ ଥିଲା ।

ଏ ନେଇ ଉକ୍ତ ପରିବାର ନ୍ୟାୟ ସହ ଦୋଷୀ ଙ୍କୁ ଦଣ୍ଡ ବିଧାନ ଏବେ ବି ଚାହୁଁ ଥିବା ବେଳେ ଜିଲ୍ଲା ଜିବେଦୟା ଅନୁଷ୍ଠାନ ତରଫରୁ ଲିଖିତ ତଦନ୍ତ ନିବେଦନ କରିଥିଲେ । ଏ ନେଇ ମୋହନ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇଥିବା ବେଳେ କଣ ପଦକ୍ଷେପ ନିଆଯିବ ଦେଖି ବାକୁ ବାକି ରହିଲା ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...