32.9 C
Balāngīr
Thursday, July 10, 2025

ଦେଶ ସ୍ଵାଧୀନ ହୋଇ ୭୬ ବର୍ଷ ହେଇଥିଲେ ମଧ୍ୟ ବୁରୁଡି ଗ୍ରାମପଞ୍ଚାୟତ ବାସୀ ସରକାରୀ ସୁବିଧାରୁ ବଞ୍ଚିତ; ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୮/୦୮) : ଦେଶ ସ୍ଵାଧୀନ ହୋଇ ୭୬ ବର୍ଷ ହେଇଥିଲେ ମଧ୍ୟ ବୁରୁଡି ଗ୍ରାମପଞ୍ଚାୟତ ବାସୀ ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନWhatsApp Image 2024 08 08 at 10.53.51 ଦେଶ ସ୍ଵାଧୀନ ହୋଇ ୭୬ ବର୍ଷ ହେଇଥିଲେ ମଧ୍ୟ ବୁରୁଡି ଗ୍ରାମପଞ୍ଚାୟତ ବାସୀ ସରକାରୀ ସୁବିଧାରୁ ବଞ୍ଚିତ; ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଏହି ଗାଁ’ରେ ମୋଟ ୭୦ ତଳ ବୁରୁଡି ରେ ୨୦ ପରିବାର ବସ ବାସ କରନ୍ତି ଏହି ରାସ୍ତା ଦେଇ ଅନେକ ଗାଁ ଗୁଡା ରହିଛି ରାଜପଦର, କିଲାଙ୍ଗ ଡେରି ଗାଁ ରହିଛି । ଖଇରାଗୁଡା ଛକ ଠାରୁ ମାତ୍ର ୬/୭ କି.ମି ଏହି ଗାଁ’ରେ ସ୍ଵାଧୀନ ହୋଇ ୭୬ ବର୍ଷ ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯେ କୌଣସି ଏହି ସମୟରେ ଅନେକ ଲୋକ ବିଭିନ୍ନ ରୋଗରେ ଶିକାର ହେଉଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି ରାସ୍ତାର ସମସ୍ୟା ଯୋଗୁଁ ଯାନବାହାନ କିମ୍ବା ଆମ୍ବୁଲାନ୍ସ ମଧ୍ୟ ଯାଇ ପାରିବ ନାହିଁ । ଏଣୁ ସରକାର ସୁବିଧା ପାଇବାରେ ବଞ୍ଚିତ ଅଛନ୍ତି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ଦାବି ଜଣାଇଥିଲେ ଏବଂ ରାୟଗଡା କଲେକ୍ଟର ଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି ।

ପ୍ରତ୍ୟେକ ଗ୍ରୀଭାନ୍ସରେ ମଧ୍ୟ ଦାବିପତ୍ର ଦିଆଯାଇଛି ଏପର୍ଯ୍ୟନ୍ତ ସରକାରୀ ବିଭାଗ ଦୃଷ୍ଟି ଦେଉନଥିବା ଜନ ଜାଗରଣ ମଞ୍ଚ, ଲୋକ ସଙ୍ଗଠନ ର ଜନ ସାଥୀ ଶ୍ରୀ ସୁବାଷ କିମ୍ବାକା ଙ୍କୁ ଏକଥା ଜଣାଇଥିଲେ ତା ପରେ ଏହି ବିଷୟରେ ଗାଁ ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା କେମିତି ସମାଧାନ ହେବ ସେ ନେଇ ଆଗକୁ ବିଭିନ୍ନ ସରକାର ବିଭାଗ ଦୃଷ୍ଟିକୁ ନେବାପାଇଁ କୁହାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...