32.9 C
Balāngīr
Tuesday, May 13, 2025

ନୃସିଂହନାଥରେ ଗୁପ୍ତ ଗଙ୍ଗା ଆଳତି

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ପଦ୍ମପୁର, (୦୯/୦୫) : ଆପ୍ର. : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ପଡ଼ୋଶୀ ଛତିଶଗଡ଼ ଓ ଝାରଖଣ୍ଡ ଲୋକଙ୍କ ପାଇଁ ଗଙ୍ଗା କ୍ଷେତ୍ର ସଦୃଶ୍ୟ ଆସ୍ତା ବହନ କରିଥାଏ ।

ବହି ଯାଉଥିବା ପାପନାଶିନୀ ଝରଣା ଗର୍ନ୍ଧମାର୍ଦ୍ଦନର ପ୍ରକୃତିକ ପାଦ ଦେଶରେ ଅବସ୍ଥିତ ଏହି ପବିତ୍ର ପୀଠରେ ମାର୍ଜାରକେଶରୀ ରୂପରେ ପୂଜା ପାଉଛନ୍ତି, ପ୍ରଭୂ ହରି ବିଷ୍ଣୁ ଏବଂ ଏହି ପୀଠ ପାର୍ଶ୍ୱ ଦେଇ ବହି ଯାଇଛି ଚିରସ୍ରୋତା ଝରଣା ଯାହାକୁ ପାପନାଶିନୀ ଝରଣା ବୋଲି ଲୋକେ କହିଥାନ୍ତି । ଲୋକେ ଯେଉଁ ଭଳି ପବିତ୍ର ଗଙ୍ଗା ଜଳରେ ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ କଲେ ତଥା ପିଣ୍ଡ ପ୍ରଭାହ କଲେ ଯେପରି ପିତୃ ଋଣରୁ ମୁକ୍ତି ମିଳେ ଏବଂ ବୁଡ଼ ପକାଇଲେ ସ୍ୱଦେହ ପାପ ନାଶ ହେବା ସହ ମାନସିକ ଶାନ୍ତି ମିଳେ ସେହିପରି ନୃସିହନାଥ ପୀଠରେ ଝରଣାରେ ମଧ୍ୟ ପିଣ୍ଡ ଦାନ କଲେ ତଥା ବୁଡ଼ ପକାଇଲେ ପିତୃ ରୂଣରୁ ମୁକ୍ତି ଏବଂ ପାପ କ୍ଷୟ ହେଉଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଆସ୍ତା ଓ ମାନ୍ୟତା ଏଣୁ ଏହାକୁ ପାପନାଶିନୀ ଝରଣା ବା ଗୁପ୍ତ ଗଙ୍ଗା ମଧ୍ୟ କହିଥାନ୍ତି ଲୋକେ ।

ଆଜି ଏହି ପୀଠରେ ଏହି ଗୁପ୍ତ ଗଙ୍ଗାର ପୂଜ୍ୟ ପୂଜନ ଉତ୍ସବ କରଯାଇଥିଲା । ତେବେ ଗଙ୍ଗା ପୂଜାର ବିଦ୍ଧି ଅନୁଯାଇ ଆଳତି ସହ ମାଁ ଗଙ୍ଗାଙ୍କର ସୃତି ଚାରଣ ମନ୍ତ୍ର ପାଟ ସହ ସଂପନ୍ନ ହୋଇଥିଲା ଗଙ୍ଗା ଆଳତି । ମନ୍ଦିର ପୂଜକ ମାନଙ୍କ ଦ୍ଵାରା ଏହି ଆଳତି ସଂପନ ହୋଇଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋଡର ସମସ୍ତ ସଦସ୍ୟ ତଥା ଶତାଧିକ ସଂଖ୍ୟାରେ ଭକ୍ତ ଯୋଗ ଦେଇ ଏହି ଗଙ୍ଗା ମହା ଆଳତିର ସାକ୍ଷୀ ହୋଇଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...