32.9 C
Balāngīr
Wednesday, April 23, 2025

ପଞ୍ଚାୟତି ରାଜ ଦିବସ ପାଳନ ଉପରେ କଟକଣା ନେଇ ବିଜେଡି ଦଳ ର ତୀବ୍ର ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ,(୦୭/୦୩) : ଟିଟିଲାଗଡ ବିଜେଡି ଦଳ ତରଫରୁ ପ୍ରବାଦ ପୁରୁଷ ରୂପେ ଚିର ପରିଚିତ ବିଜୁପଟ୍ଟନାୟକ ଙ୍କ ଅମଳ ର ପଞ୍ଚାୟତି ରାଜ ଦିବସ ପାଳନ ଉପରେ ବିଜେପି ଦଳ କାର୍ଯ୍ୟକାରୀ ନ କରି ନିଜ ମନୋମୁଖୀ ଶାସନ ଚଳାଇବା ପ୍ରତିବାଦ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମାର୍ଚ୍ଚ ମାସ ୫ ତାରିଖ ଦିନ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ଉପରେ କଟକଣା ଲଗେଇବା ନେଇ ଟିଟିଲାଗଡ ବିଜେଡି ଦଳ ତରଫରୁ ତୀବ୍ର ପ୍ରତିକ୍ରିୟା ସହ ବିଜେପି ଦଳ ର ମନୋମୁଖୀ ଶାସନ ସହ ଶାସନ କାଳ ସମୟ ଗଡି ଚାଲିଥିବା ବେଳେ ସାଧାରଣ କୌଣସି ପ୍ରକାର ସୁଫଳ ପାଇ ପାରୁ ନ ଥିବା ଦୁଃଖ ର ବିଷୟ ବୋଲି ନିନ୍ଦା କରାଯାଇଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ନବୀନ ଜୈନ କେବଳ ଟିଟିଲାଗଡ ର ମହାରାଜ ସାଗର ପୋଖରୀ କୁ ଉନ୍ନତୀ କରଣ କରାଯାଇ ଥିବା କହି ମିଥ୍ୟା ବାହାବା ନେଉଥିବା ବେଳେ ଲୋକେ ଦୁର୍ଦ୍ଦଶା ର ସମ୍ମୁଖୀନ ହୋଇ ଚାଲିଥିବା ବେଳେ ଏହାର ଉଚିତ ଜବାବ ଦିଆ ଯିବ ବୋଲି ପ୍ରକାଶ କରାଯାଇଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ କର୍ମୀ ଏହି ପ୍ରଦର୍ଶନ ରେ ସାମିଲ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...