32.9 C
Balāngīr
Saturday, July 12, 2025

ପଣସ ଓ ଆମ୍ବ ପାଇଁ ଗଜପତି ଜିଲ୍ଲା ପ୍ରସିଦ୍ଧ ଲାଭ କରିଛି

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୫) : ଗଜପତି ଜିଲ୍ଲା ଏକଦା ପଣସ ଓ ଆମ୍ବ ପାଇଁ ପ୍ରସିଦ୍ଧି ଲାଭ କରିଛିWhatsApp Image 2024 05 28 at 11.26.01 ପଣସ ଓ ଆମ୍ବ ପାଇଁ ଗଜପତି ଜିଲ୍ଲା ପ୍ରସିଦ୍ଧ ଲାଭ କରିଛି

ଗଜପତି ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ଅଂଚଳ ଗୁମ୍ମା, ଗାଇବା, ନୂଆଗଡ, ରାମଗିରି ଇତ୍ୟାଦି ଅଂଚଳ ପ୍ରସିଦ୍ଧି ପାଇଥିବା ବେଳେ କାଶୀନଗର ଗୋଶାଣୀ ଅଞ୍ଚଳରେ ବାଇଗଣ ପଲି, ସୁବର୍ଣ୍ଣ ରେଖା, ଆଖୁରସ ଇତ୍ୟାଦି ଆମ୍ବ ସୁଦୂର ଗୁଣୁପୁର, ରାୟଗଡା, ମୁନିଗୁଡା, ପାରଳାଖେମୁଣ୍ଡି ଇତ୍ୟାଦି ବସହୁତ ଯାଗା କୁ ରପ୍ତାନି ହୋଇଥାଏ । ଚଳିତ ବର୍ଷ ହାତୀପଲ ଯୋଗୁଁ ଆମ୍ବ ଚାଷୀ ବହୁତ କ୍ଷତି ସହିଛନ୍ତି ।

ନଚେତ ପ୍ରାୟ ତିନିମାସ କାଳ ଭଲ ବ୍ୟାପାର କରି ଦି ପଇସା ରୋଜଗାର କରନ୍ତି । ପଣସ ବିହାର, କୋଲକାତା ଇତ୍ୟାଦି ଯାଗାକୁ ରପ୍ତାନି ହୋଇଥାଏ । ଗଜପତି ଜିଲ୍ଲାରେ ବିଭିନ୍ନ ଋତୁ ଅନୁଯାୟୀ କାଜୁ, ଆମ୍ବ, ପଣସ, ଟମାଟୋ, ଫୁଲ କୋବି ଇତ୍ୟାଦି ଭଲ ଫସଲ ହେଉଥିଲେ ସୁଦ୍ଧା ଜଳସେଚନ ଓ ଫସଲ ସାଇତି ରଖିବା ପଶିଣ ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ଚାଷୀ ବହୂ କ୍ଷତି ସହୁଛନ୍ତି । ଏଣୁ ଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଦାବୀ ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...