32.9 C
Balāngīr
Tuesday, July 15, 2025

ପଦ୍ମପୁର ଓକିଲ ସଂଘ ନିର୍ବାଚନରେ ରାମରତନ ପୁରୋହିତ ସଭାପତି ଓ ଚିନ୍ମୟ ପଣ୍ଡା ସମ୍ପାଦକ ଭାବେ ନିର୍ବାଚିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ପଦ୍ମପୁର, ୨୯/୦୩ (ଆପ୍ର): ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ, ସୁନିଲ କୁମାର ପାଣିଗ୍ରାହୀ ଉପସଭାପତି, ଚିନ୍ମୟ କୁମାର ପଣ୍ଡା ସମ୍ପାଦକ, ଲକ୍ଷ୍ମଣ ସାହୁ (ଉଭୟ ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ), ଏବଂ ରୋହିତ କୁମାର ଭୋଇ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ttttttttttt ପଦ୍ମପୁର ଓକିଲ ସଂଘ ନିର୍ବାଚନରେ ରାମରତନ ପୁରୋହିତ ସଭାପତି ଓ ଚିନ୍ମୟ ପଣ୍ଡା ସମ୍ପାଦକ ଭାବେ ନିର୍ବାଚିତ

ଏଥିପରି ରାଧାବଲ୍ଲଭ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ପରମେଶ୍ୱର ସାହୁ, ବିଭୂତି ଭୂଷଣ ଦାଶ, କିଶୋର କୁମାର ମେହେର ଏବଂ ପ୍ରଦୀପ କୁମାର ସାହୁ କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ପରେ, ସଭାପତି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି ଯେ ପଦ୍ମପୁର ବାର ଏସୋସିଏସନର ମର୍ଯ୍ୟାଦା ବଢ଼ାଇବା, ଓକିଲମାନଙ୍କ ନ୍ୟାୟ ଅଧିକାର ସୁନିଶ୍ଚିତ କରିବା, ବାରର ଉନ୍ନତି, ଏବଂ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସଂଘ ସତତା କାର୍ଯ୍ୟ କରିବ

ସେ ଏହା ସହ ମଧ୍ୟ କହିଛନ୍ତି ଯେ ସାଧାରଣ ଲୋକଙ୍କୁ କିପରି ଉପଯୁକ୍ତ ନ୍ୟାୟ ମିଳିପାରିବ, ସେଥିପାଇଁ ଓକିଲ ସଂଘ ସଦା ସଚେତନ ଏବଂ ସଚେଷ୍ଟ ରହିବ। ଏହି ନବନିର୍ବାଚିତ ସଦସ୍ୟମାନଙ୍କୁ ସମସ୍ତ ଓକିଲ, ବୁଦ୍ଧିଜୀବୀ, ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇ ଅଭିନନ୍ଦନ କରାଯାଇଛି

ବଲାଙ୍ଗୀର ଜିଲ୍ଲା ଟ୍ୟାକ୍ସ ବାର ସଂଘର ନିର୍ବାଚନ ୨୦୧୫-୨୬ ଅନୁଷ୍ଠିତ

- Advertisement -spot_img

More articles

- Advertisement -spot_img

Latest article

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...

ପୁରୁଷୋତ୍ତମପୁର ବ୍ଳକ ର ପ୍ରସିଦ୍ଧ ଶୈବ ପୀଠ ଗୁଡିକରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼

ଗଞ୍ଜାମ, (୧୫/୦୭) : ଆପ୍ର. : ବୋଲ୍ ବମ୍ ହରହର ବମ୍, ଓଁ ନମଃ ଶିବାୟ ଧ୍ବନିରେ ଉଛୁଳି ଉଠୁଛି ପୁରୁଷୋତ୍ତମପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ଗୁଡିକ । କାଉଡିଆ ମାନଙ୍କ ଶିବଙ୍କ...

ନାଗସାପ ଚୋଟରେ ବୃଦ୍ଧ ମୃତ

ଢେଙ୍କାନାଳ, (୧୪/୦୭) : ଆପ୍ର. : ନାଗସାପ ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ବାଲିମି ଥାନା ଗାଲପଡ଼ା ଗାଁ'ରେ ଏଭଳି ଘଟଣା ଘଟିଛି...

‘ହଳଦୀ ସମିତି ସଭ୍ୟ ବାପା ତପି ମହାନନ୍ଦଙ୍କ ୮୨ବର୍ଷ ବୟସରେ ପରଲୋକ’

ମୁରିବାହାଲ, (୧୪/୭) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ସଦର ମହକୁମା ଅବସରପ୍ରାପ୍ତ ପିଅନ ତଥା ହଳଦୀ ପଞ୍ଚାୟତ ସମିତି ସଭ୍ୟ ଟୁନା ମଣି ମହାନନ୍ଦ ଙ୍କ ବାପା...

“ହଳଦିଆ ତୈଳିକ ସାହୁ ସମାଜ ପକ୍ଷରୁ ବୃକ୍ଷ ରୋପଣ ” ; ସଭାପତି ଦେଲେ ଲୋକଙ୍କୁ ସଚେତନତା ବାର୍ତ୍ତା

ମୁରିବାହାଲ, (୧୪/୭) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଅନ୍ତର୍ଗତ ଟଟୋପରା ଗ୍ରାମରେ ହଳଦିଆ ତୈଳିକ ସାହୁ ସମାଜର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...