ରାୟଗଡା, (୨୫/୦୫) : ଆପ୍ର. : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ପାଇକ ଦକୁଲୁଗୁଡ଼ା ଠାରେ ମା ଙ୍କ ଘଣ୍ଟ ଯାତ୍ରା ଶୁଭାରମ୍ଭ ହୋଇଯାଇଛି ।
ଏହି ଯାତ୍ରା ୨୧ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ବୌଦ୍ୟବୁଶଣ ମତ ପ୍ରକାଶ କରିଛନ୍ତି । ଏହି ଯାତ୍ରା ପ୍ରତ୍ୟେକ ୫ବର୍ଷ କୁ ଥରେ ଅନୁଷ୍ଟିତ ହୁଏ ବୋଲି ଗ୍ରାମ ବାସୀ ମନେ ମତ ପ୍ରକାଶ କରିଛନ୍ତି । ମନମୋହନ ବିଦ୍ୟାଭୂଷଣ, p ନରେଶ, ଦେବେନ୍ଦ୍ର ବାଘ, ରବି ରାଉତ, ପ୍ରଫୁଲ୍ଲ କୁସୁଲିୟ, ଲାଇଟ୍ ଏଣ୍ଡ ସାଉଣ୍ଡ ବୁଲୁ ଗୋଡ଼ ହେମନ୍ତ ଓ ଗ୍ରାମ ର ସମସ୍ତ ସଦସ୍ୟ ମା ଙ୍କ ପୂଜା ଅର୍ଚ୍ଚନା ଓ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଅଛନ୍ତି ।