32.9 C
Balāngīr
Thursday, June 12, 2025

ପାଞ୍ଚ ଶହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ରନ୍ଧା ମଦ ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ ନଷ୍ଟ କଲା ପୋଲିସ

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୬/୦୪) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଡୁମେରବାହାଲ ଡେମ ନିକଟସ୍ତ କୁଟରାକେନ ଜଙ୍ଗଲ ରେ ଟିଟିଲାଗଡ ପୋଲିସ ଚଢ଼ାଉ କରି ପାଞ୍ଚ ଶହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ପରିମାଣ ର ମହୁଲ ପୋଚ ନଷ୍ଟ କରିଥିବା ଟିଟିଲାଗଡ ପୋଲିସ ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ।WhatsApp Image 2024 04 26 at 16.06.54 ପାଞ୍ଚ ଶହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୧୪ ସହ ଲିଟର ରନ୍ଧା ମଦ ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ ନଷ୍ଟ କଲା ପୋଲିସ

ଏହି ଜଙ୍ଗଲ ମଝିରେ ବିପୁଳ ମହୁଲ ପୋଚ ସଂଗ୍ରହ କରି ବେଶୀ ନିଶା ସହ ଶୀଘ୍ର ମହୁଲପୋଚରୁ ରନ୍ଧା ମଦ ପ୍ରସ୍ତୁତ ପାଇଁ ୟୁରିଆ ସାର ମିଶେଇ ଦେଇ ଥାନ୍ତି,ଯାହା କି ଉକ୍ତ ରନ୍ଧା ମଦ ଯୋଗୁଁ କ୍ରମାଗତ ପିଇ ଲୋକେ ମୃତ୍ୟୁ ର ଶିକାର ହୋଇ ଥାଆନ୍ତି । ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁ ଗୋପନୀୟ ଭାବେ ଅନୁସନ୍ଧାନ କରି ଏକ ପୋଲିସ ଟିମ ସହ ଚଢ଼ାଉ କରି ବିପୁଳ ପରିମାଣ ର ରନ୍ଧା ମଦ ଓ ମଦ ପ୍ରସ୍ତୁତ ପାଇଁ ଥିବା ମହୁଲ ପୋଚ ନଷ୍ଟ କରିଥିବା ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି, ମଦ ପ୍ରସ୍ତୁତି ସାମଗ୍ରୀ ଗୁଡିକ ଜବତ ସହ ଅଭିଯୁକ୍ତ ଙ୍କୁ ଖୁବ୍ ଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...