32.9 C
Balāngīr
Tuesday, May 20, 2025

ପାଣ୍ଡକିଟାଲ ଠାରେ ଭୀମ ରାଓ ଆମ୍ବେଦକର ଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୨୫/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ପଣ୍ଡକିଟାଲ ଆରଏମସି ଠାର ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ୱେଦକର ଙ୍କ ର ସମ୍ବିଧାନ ପ୍ରତି ଅବଦାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାର ର ଅନୁସୂଚିତ ଜାତି ଆୟୁକ୍ତ ଏସ୍ ସି କମିଶନର ଅରୁଣ ହଲଦା ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସଂଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ବଲାଙ୍ଗୀର ଜ଼ିଲ୍ଲା ବିଜେପି ର ପୂର୍ବତନ ସଭାପତି ଶିବାଜୀ ମହାନ୍ତି ଓ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ ଜିଲ୍ଲା ସଭାପତି ବେଣୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପାଣ୍ଡକିଟାଲ ଠାରେ ଶହ ଶହ କର୍ମୀ ଙ୍କର ଉପସ୍ଥିତ ରେ ସଭା ସ୍ଥଳ କୁ ଭବ୍ୟ ସ୍ଵଗତ ସମର୍ଧନା ସହ ପାଛୋଟି ଅଣା ଯାଇଥିଲା । ସେଠାରେ ଭୀମରାଓ ଆମ୍ୱେଦକର ଙ୍କ ଜୀବନି ଉପରେ ଅନୁସୂଚିତ ଜାତି ଆୟୁକ ତାଙ୍କର ବକ୍ତବ୍ୟ ତାଙ୍କର ଜୀବନି ଆଲୋକିପାତ କରିଥିଲେ।

ସେହିପରି ବଲାଙ୍ଗୀର ସାଂସଦ ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ ଯେଉଁ ସମ୍ବିଧାନ ଭୀମ ରାଓ ଆମ୍ବେଦକର ଦେଇଛନ୍ତି ତାହା ଭାରତୀୟଙ୍କ ରକ୍ଷା କବଚ ଭାବେ ଛିଡା ହୋଇଛି ସମସ୍ତ ଙ୍କୁ ସୁରକ୍ଷା ଦେଉଛି ବୋଲି ତାଙ୍କର ବକ୍ତବ୍ୟ ରେ କହିଥିଲେ । ପରିଶେଷରେ ମଞ୍ଚ ପରିଚାଳନା କରିଥିଲେ ବଳଦେବ ପଧାନ.ହେମନ୍ତ ବିଶ୍ବାଳ ପ୍ରବୀର ସାହୁ.ସୁନିଲ ବେହେରା ଉମାକାନ୍ତ ସାହୁ ଏହି କାର୍ଯ୍ୟକ୍ରମ କୁ ବିଜେପି ମଣ୍ଡଳ ସଭାପତି ରୁପଧାର ପଧାନ, ପଞ୍ଚୁ ମଟାରୀ, ଭଗବାନ ପଧାନ, , ଗ୍ରନ୍ଥ ପଧାନ, ଶିବରାଜ ବେହେରା, ଅରକ୍ଷିତ ପଧାନ,ଉପେନ୍ଦ୍ର ଭୋଇ, ବିପିନ ପଧାନ, ପ୍ରମୁଖ କାର୍ଯ୍ୟକର୍ତ୍ତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...