32.9 C
Balāngīr
Wednesday, April 30, 2025

ପାତ୍ରଗୁଡ଼ା ୟୁ.ଜି.ଏମ.ଇ ସ୍କୁଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁନିଗୁଡ଼ା:ତା ୨୪-୩(ଆପ୍ର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନସ୍ତ ପାତ୍ରଗୁଡା ୟୁ,ଜି,ଏମ୍ ଇସ୍କଲ ର ୨୦୨୫ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ରତ୍ନାଳୁଙ୍କ ଅଧ୍ୟକ୍ଷତା ଓ ଆମ ସଂସ୍କୃତି ଆମ ଖେଳନା ତରଫରୁ ପାଳନ କରାଯାଇଛି।patraguda2 ପାତ୍ରଗୁଡ଼ା ୟୁ.ଜି.ଏମ.ଇ ସ୍କୁଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପିଲାଙ୍କ ପାଇଁ ଅଖା ଦୈାଡ, ମିୟୁଜୀକ୍ ଚିୟାର,ପୁଚି,ଗଣୀତ,ବିଭିନ୍ନ ଖେଳ ଏବଂ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏବିଓ ସୁବାଷ ସିଂ,ମୂଖ୍ୟବକ୍ତା ସମିତି ସଭ୍ୟା ସୁକୁନ୍ତଳା ନୃଣ୍ଡୁକା,ଅନ୍ୟତମ ବକ୍ତା ବିଦ୍ୟାଳୟର ପୂର୍ବତନ ସଭାପତି ତଥା ଅଞ୍ଚଳର ବରିଷ୍ଠ ସାମ୍ବାଦିକ କ୍ଷମା ସାଗର ଦାଶ୍,ସରପଞ୍ଚ ଅନନ୍ତ ନୁଣ୍ଡ୍ରୂକା, ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଖୁରା ଓ ଅଞ୍ଜନା ହାତୀ,ପ୍ରମଦ ପଣ୍ଡା ପୁର୍ବତନ ସଭାପତି ତଥା ସର୍ବ ଶିକ୍ଷା ଅଭିଯାନର ସଭାପତି ବିଜୟ ସାତେଡୁ,ଗାନ୍ଧିଜୀ ଯୁବକ ସଂଘ ର ସଭାପତି ବଳଦେବ ଶତପଥୀ,ପୂର୍ବତନ ସଭାପତି ଚକ୍ରଧର ଶତପଥୀ ପ୍ରମୁଖ ମଞ୍ଚାଶିନ ଅତିଥି ଭାବେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଏହି ବାର୍ଷିକ ଉତ୍ସବକୁ ଅତୀଥି ମାନେ ଆମ ଓଡ଼ିଆ ଭାଷା,କଳା,ସଂସ୍କୃତି ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣରେ କହିଥିଲେ। ସାମ୍ବାଦିକ ଶ୍ରୀଯୁକ୍ତ ଦାଶ କହିଥିଲେ ଏହି ମାଟିରେ ମୋର ଜନ୍ମ ଏହି ଇସ୍କଲରେ ଦିନେ ଛାତ୍ର ଥିଲି,ଏହି ଇସ୍କଲର ସଭାପତି ମଧ୍ୟ ଦିନେ ଥିଲି ଏବଂ ଆଜି ଅନ୍ୟତମ ମୁଖ୍ୟବକ୍ତା ଭାବେ ଅତିଥି ହୋଇଥିବାରୁ ମୁଁ ଅତି ଗର୍ବ ଓ ଗୌରବ ମନେ କରୁଛି ବୋଲି କହିଥିଲେ।ଏଥିସହ ପିଲାମାନଙ୍କୁ ଚରିତ୍ରବାନ ହେବା ସହ ଉଚିତ୍ ଶିକ୍ଷା ଲାଭକରି ବିଦ୍ୟାଳୟ ତଥା ଆମ ଅଞ୍ଚଳର ନାଆଁ ରଖିବାକୁ ପରାମର୍ଶ ଦେଇଥିଲେ।ଶେଷରେ ଶିକ୍ଷକ ଶୁଶାନ୍ତ ହୁଇକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...