32.9 C
Balāngīr
Tuesday, July 15, 2025

ପୁଣି ବଣୁଆ ହାତୀଙ୍କ ଆତଙ୍କ ରେ କାଶୀନଗର ବ୍ଲକ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କାଶୀନଗର (୩୦/୦୩-ଆପ୍ର): ଏକ ବର୍ଷ ଅନ୍ତରରେ ପୁଣି ଆନ୍ଧ୍ରର ୪ଟି କିଆ ବଣୁଆ ହାତୀ କାଶୀନଗର ବ୍ଲକରେ ଆତଙ୍କ ସୃଷ୍ଟି କରୁଥିବା ଖବର ହସ୍ତଗତ ହୋଇଛି |1e07a3bc 0fcd 4128 ad47 56444cad98fe ପୁଣି ବଣୁଆ ହାତୀଙ୍କ ଆତଙ୍କ ରେ କାଶୀନଗର ବ୍ଲକ

ସୂଚନା ମୁତାବକ ନଦୀ ରେ ପାଣି ନ ଥିବା କାରଣ ରୁ ଖାଦ୍ୟ ଅନ୍ୱେଷଣ ରେ ଆନ୍ଧ୍ର ଏ ଚାରିଗୋଟି ହାତୀପଲ ଖଣ୍ଡବା ପଂଚାୟତ ର ପୁରୀତିଗୁଡା ଗ୍ରାମ ରେ ଗତ ଦୁଇଦିନ ହେଲା ତରଭୁଜ, ମାଣ୍ଡିଆ, କଦଳୀ ଭଳି ଫସଲ ଖାଇ ନଷ୍ଟ କରିଛନ୍ତି, ଫୋରେଷ୍ଟ ବିଭାଗ ଗୋଚର ଥିଲେ ସୁଧା ଏଯାଏଁ ଘୋଉଡାଇବା କାର୍ଯ୍ୟ ହାତକୁ ନେଇନି | ବିଦ୍ୟୁତ ବିଭାଗ କେବଳ ରାତ୍ରିରେ ସଂଯୋଗ ବନ୍ଦ କରି ଚୁପ ବସିଛି |

ଖରାର ପ୍ରୋକପ ଜୋର ଥିବା ବେଳେ ରାତ୍ରରେ ବିଦ୍ୟୁତ କାଟିବା ଯୋଗୁଁ ଚାଷୀଙ୍କ ନିଦ ହଜି ଯାଇଛି | ଏଣୁ ଚାଷୀଙ୍କୁ କ୍ଷତି ପୂରଣ ସାଙ୍ଗକୁ, ହାତୀ ଘୋଉଡାଇବା କାର୍ଯ୍ୟ ହାତକୁ ନେବାକୁ ନାଏବ ସରପଞ୍ଚ ଆର ସତୀଶ ଦାବୀ କରିଛନ୍ତି |

Ashutosh Dedicates Player of the Match Award to Indian Legend, Shares Moment Over Video Call

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...