32.9 C
Balāngīr
Friday, June 13, 2025

ପୁରୁଷୋତ୍ତମପୁରରେ ହେଉଥିବା ନୂତନ କୋର୍ଟ ଗୃହ ଖାଲରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବାର ସଭାପତି

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୨୪/୦୮) : ପୁରୁଷୋତ୍ତମପୁର କନକା ଠାକୁରାଣୀମନ୍ଦିରସାମ୍ନାରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ହେଉଥିବା ସବ ଜର୍ଜ କୋର୍ଟ ଓ ଦେୱାନୀ କୋର୍ଟ ଘର ବହୁତ ଖାଲରେ ହୋଇଥିବା କହିଛନ୍ତି ବାରଏସୋସିଏନର ସଭାପତି ଓକିଲ ସ୍ୱରାଜ୍ୟ କୁମାର ପାଣିଗ୍ରାହୀ ।WhatsApp Image 2024 08 23 at 17.55.37 ପୁରୁଷୋତ୍ତମପୁରରେ ହେଉଥିବା ନୂତନ କୋର୍ଟ ଗୃହ ଖାଲରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବାର ସଭାପତି

ତାଙ୍କରି କହିବା କଥା କୋର୍ଟ ହେଉଥିବସ୍ଥାନ ହେଉଛି ବନ୍ୟାପ୍ଲାବିତଅଞ୍ଚଳ,ଯେତେ ବେଳେବି ବନ୍ୟା ହେଉଛି ସବୁ ସମୟ ରେସେଠାରେପାଣିଜମି ରହୁଛି । ତେବେବର୍ତମାନ କୂଳ ହୁଡ଼ାହୋଇଥିଲେମଧ୍ୟସେହିଘର କୁଳ ହୁଡ଼ା ଠାରୁ ବହୁତଫୁଟ ତଳେରହିଛି,ଯାହାକିକେତ ବେଳେବନ୍ୟାର ପାଣିପଶି ଯିବବୋଲି କହିଛନ୍ତି ସଭପତି । ତେବେ ଏତେ ଟଙ୍କା ବ୍ୟୟରେ ହୋଇ ଥିବାସବଜର୍ଜ କୋର୍ଟ ର ଅବସ୍ଥା ଆଗାମୀ ଦିନରେ କଣ ହେବ ବୋଲିବାର ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀ ଙ୍କ ସହିତ ଅନ୍ୟ ଓକିଲମାନେ ମଧ୍ୟପ୍ରଶ୍ନ କରିଛନ୍ତି । ବହୁତ ଦିନ ପରେ ଓକିଲମାନଙ୍କବାରମ୍ବାର ଦାବି, ଆନ୍ଦୋଳନ, ଅନଶନପରେପୂର୍ବତନମୁଖ୍ୟମନ୍ତ୍ରୀଶ୍ରୀଯୁକ୍ତନବୀନ ପଟନାୟକ ଗଞ୍ଜାମଜିଲ୍ଳାର କେତେଗୋଟି ସବ ଜର୍ଜ କୋର୍ଟ ମଧ୍ୟରେ ପୁରୁଷୋତ୍ତମପୁର କୁ ସ୍ଥାନଦେଇଛନ୍ତି ।

ହେଲେଆଜି ବହୁଦିନର ସ୍ବପ୍ନ ସାକାର ହେଲା ବେଳକୁ ତାହା ଖାଲ ମଧ୍ୟରେ ହୋଇଥିବାରୁସଭାପତି ଙ୍କ ସହଓକିଲ ମାନଙ୍କଚିନ୍ତା ବଢ଼େଇ ଦେଇଛି । ଏହାସହ ଆଉ ଗୋଟିଏ କଥା ମଧ୍ୟ ସଭାପତି କହିଛନ୍ତି ଯେ ଏହିକାମ ଦେଖିବାକୁ ପୂର୍ତ୍ତ ବିଭାଗ ଯେଇ ଶ୍ରୀମତୀ ସୋନିଆ ପ୍ରଧାନଓୱାର୍କସରକାରପର୍ଶୁ ରାମଗୌଡ଼ ଉପସ୍ଥିତ ରହୁଥିଲା ବେଳେ ଏସଡ଼ିଓ ମଳୟ କୁମାର ସାହୁ ଅଧିକାଂଶ ସମୟରେ ଆସୁନଥିବାରସେଠିକାର ଲୋକମାନେ ବାର ସଭାପତିଙ୍କୁ ଅଭିଯୋଗ କରିବାର ମଧ୍ୟ ସେ କହିଛନ୍ତି । ଏତେବଡପ୍ରୋଜେକ୍ଟ ଯାହାକି ଓକିଲ ଓ ମହକିଲଙ୍କ ଜୀବନ, ମରଣ ର ସମସ୍ୟା କୁଏସଡ଼ିଓ ଆଖିବୁଜି ତଳିଆ ଅଫିସରଙ୍କ ଉପରେ ଛାଡ଼ିଦେବା କେତେଦୂର ଯୁକ୍ତି ଯୁକ୍ତ ବୋଲି ମଧ୍ୟ କହିଛନ୍ତି ।

ସେ ଆହୁରି କହିଛନ୍ତି ଯଦି ଭବିଷ୍ୟତ ରେ କେବେବି ସେହି ସ୍ଥାନ ରେ ବନ୍ୟଜଳ ପଶେ ତେବେସେ ଏସଡ଼ିଓ ଅବସର ନେଇଥିଲେ ବି ତାଙ୍କ ଉପରେ ଲୋକାୟତ କେଶ କରାଯିବସହ କୈଫତ ତଳବ ସହତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲିସଭାପତିମତଦେଇଛନ୍ତି । ଏହାଉପରେ ଏସଡ଼ିଓ ମଳୟ କୁମାର ସାହୁଙ୍କୁ ପଚାରିବାରୁ ତାଙ୍କରି ଉତ୍ତର ଥିଲା ଯେ ବହୁତ ଫୁଟତଳୁ ଷ୍ଟାଣ୍ଡାଡ ବେଶ ସହିତରୋଡ଼ ଉପର ପର୍ଯ୍ୟନ୍ତ ପିନ୍ତ ଲେବୁଲ ଅଛି ଓ ଆଗରେ କୂଳ ହୁଡ଼ା ରହିଥିବାରୁ ପାଣି ପଶିବାର ସମ୍ଭାବନା ବହୁତ କମ ରହିଛି । ଏଣୁ କୋର୍ଟର ବିଲଡିଙ୍ଗ, କ୍ଵାଟର ଘର, କେଣ୍ଟିନ ଘର ସହିତ ଅନ୍ୟନ୍ୟ ଘର ମଧ୍ୟ ବହୁତ ଭଲ ଭାବେ କରା ଯାଇଛି ।

ମୁଁ ଅଧିକାଂଶ ଦିନ ତଦାରଖ କରିବାକୁ ଯାଉଛି । ସେଠାକୁ ଯାଇ ସେହି କାମକୁ ଦେଖି କାମର ଅଗ୍ରଗତି ଉପରେ ଯେଇଓ ୱାର୍କ ସରକାର ଙ୍କୁ ଦାୟିତ୍ୱ ଦେଇ ଚାଲି ଆସୁଛି । ମୁଁ ଯାଉଥିବା ସମୟକୁ ହୁଏତ ବାର ସଭାପତି ତାଙ୍କ କୋର୍ଟ କାମର ବ୍ୟସ୍ତତା ଯୋଗୁଁ ମୋତେ ଦେଖି ପାରି ନାହାନ୍ତି । ତେଣୁ କାମ ଠିକ ଚାଲିଛି ସେଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ତେବେ ସମୟ କହିବ ବନ୍ୟା ପ୍ଲାବିତ ଅଞ୍ଚଳ ରେ ବହୁମୂଲ୍ୟ ବ୍ୟୟରେ ନିର୍ମିତ ଏହି ସବଜର୍ଜ କୋର୍ଟ କେତେ ଦୂର ବନ୍ୟା ପାଣିରୁ ତିଷ୍ଠି ରହୁଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...