32.9 C
Balāngīr
Thursday, June 12, 2025

ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କଲେ ଖଲ୍ଲିକୋଟ ବିଧାୟକ

Must read

ଗଞ୍ଜାମ, (୦୫/୦୬) : ଆପ୍ର. : ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଆଜି ପୁରୁଷୋତ୍ତମପୁର ସହର ରେ ଚାଲିଥିବା ପଞ୍ଚ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ lWhatsApp Image 2025 06 04 at 18.32.19 1 ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କଲେ ଖଲ୍ଲିକୋଟ ବିଧାୟକ

ପ୍ରଥମେ ସେ ବିଜ୍ଞାପିତ ଅଞ୍ଚଳ éଅଫିସ କୁ ଯାଇ ସେଠାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନ ସେନାଙ୍କ ସହିତ ବସି ଏନଏସି ର ଉର୍ନତି ଉପରେ ରୁଦ୍ଧ ଦ୍ୱାର ଆଲୋଚନାକରିଥୁଲେ l ତାପରେ ଥାନା ଛକ ପାଖକୁ ଆସିବାରୁ ତାଙ୍କୁ ଯାତ୍ରା ପରିଚାଳନା କମିଟିଓ ବଣିକ ସଙ୍ଘ ସ୍ୱାଗତ କରିବା ସହ ବିରାଟ ପଟୁଆର ରେ ଅସ୍ଥାୟୀ ମନ୍ଦିର ପାଖକୁ ନେଇଥିଲେ l ସେଠାରେ ବିଧାୟକ ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କରି ମାଆଙ୍କ ଆଶିଷ ଭିକ୍ଷା କରିଥିଲେ lWhatsApp Image 2025 06 04 at 18.32.19 ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କଲେ ଖଲ୍ଲିକୋଟ ବିଧାୟକ

ଏବଂ ସେଠାରୁ ଫେରି ଖଲ୍ଲିକୋଟ ପ୍ରତ୍ୟା ବର୍ତ୍ତନ କରିଥିଲେ | ତେବେ ବିଧାୟକ ଙ୍କ ସହ ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଯାତ୍ରା ଅଧିକାରୀ ରମାକାନ୍ତ ଦାଶ, ବଣିକ ସଙ୍ଘ ସଭାପତି ରବୀନ୍ଦ୍ର ପାତ୍ର, ବିଧାୟକ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ଓ ଅନ୍ୟ ମାନେ,ବିଜେପି ନେତା ସନ୍ତୋଷ ପଣ୍ଡା ଓ ଅନେକ କର୍ମୀ ଉପସ୍ଥିତ ଥିଲେ l

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...