32.9 C
Balāngīr
Thursday, June 12, 2025

ପୁରୁଷୋତ୍ତମପୁର ବ୍ଳକ ରେ ଖଲ୍ଲିକୋଟ ବିଧାୟକଙ୍କ କାର୍ଯ୍ୟାଦେଶ ବଣ୍ଟନ

Must read

ପୁରୁଷୋତ୍ତମପୁର, (୨୩/୦୫) : ଆପ୍ର. : ପୁରୁଷୋତ୍ତମପୁର ବ୍ଳକ ରେ ଖଲ୍ଲିକୋଟ ବିଧାୟକଙ୍କ କାର୍ଯ୍ୟାଦେଶ ବଣ୍ଟନWhatsApp Image 2025 05 22 at 19.06.36 ପୁରୁଷୋତ୍ତମପୁର ବ୍ଳକ ରେ ଖଲ୍ଲିକୋଟ ବିଧାୟକଙ୍କ କାର୍ଯ୍ୟାଦେଶ ବଣ୍ଟନ

ପୁରୁଷୋତ୍ତମପୁର ବ୍ଳକ ର ବିଡ଼ିଓ ଙ୍କ ପ୍ରକୋଷ୍ଟ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ର ୧୫ ଗୋଟି ପଞ୍ଚାୟତରେ ତାଙ୍କର ଅନୁପସ୍ଥିତିରେ ତାଙ୍କ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ, ଏବଂ ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା ଙ୍କ ଉପସ୍ଥିତି ତଥା ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଏବଂ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଓ ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡାଙ୍କ ଉପସ୍ଥିତିରେ ଉପସ୍ଥିତ ଥିବା ୧୫ଗୋଟି ପଞ୍ଚାୟତର ବ୍ୟକ୍ତି ମାନଙ୍କୁ ୨୬ ଗୋଟିବିଧାୟକ ପାଣ୍ଠି କାର୍ଯ୍ୟଦେଶ ବଣ୍ଟନ କରାଯାଇଛି ।WhatsApp Image 2025 05 22 at 19.06.41 ପୁରୁଷୋତ୍ତମପୁର ବ୍ଳକ ରେ ଖଲ୍ଲିକୋଟ ବିଧାୟକଙ୍କ କାର୍ଯ୍ୟାଦେଶ ବଣ୍ଟନ

ବିଭିନ୍ନ ପଞ୍ଚାୟତରେ ବିଧାୟକଙ୍କ ହାତ ପାଣ୍ଠିରୁ ବହୁ ଉର୍ନତି ମୂଳକ କାର୍ଯ୍ୟ କୋଠଘର, କଲ୍ୟାଣୀ ମଣ୍ଡପ, ମନ୍ଦିରର ସୌନ୍ଦର୍ଯ୍ୟ କରଣ, ସହିତ ଅନେକ ଉର୍ନ୍ନୟନ କାମ ପାଇଁ ଏହି କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ବହୁ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ନେତା କର୍ମୀ, ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ଡେଭଳାପ ମେଣ୍ଟ ଅଧିକାରୀ ମିନକେତନ ପାଢ଼ୀ, ଓକେସିଏର ଜି, କାର୍ତ୍ତିକେଶ୍ୱର ରାଓ ପରିଚାଳନା କରିଥିଲେ । ଏହି କାର୍ଯ୍ୟଦେଶ ୨୦୨୫/୨୬ ବର୍ଷ ନିମନ୍ତେ ପ୍ରଯୁଜ୍ୟ ଅଟେ । ଏହିକାର୍ଯ୍ୟ ତିନି ମାସ ମଧ୍ୟରେ ସାରିବାକୁ ସରକାରୀ ନିର୍ଦେଶ ରହିଥିବା ବିଡ଼ିଓ କହିଛନ୍ତି । ଏବଂ ବିଧାୟକ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ମଧ୍ୟ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...