କାଶୀନଗର ୨୬/୩-ଆପ୍ର): କାଶୀନଗର ବ୍ଲକ ବିଭିନ୍ନ ସ୍କୁଲରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କାଶୀନଗର ବ୍ଲକର ମଜାଲା ସାହି ଉପ୍ରା ବିଦ୍ୟାଳୟ, ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପେଡାମାଡି ପ୍ରାଥମିକ ବିଦ୍ୟାଳୟ ରେ ଆଜି ବର୍ଷୀଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |
ପେଡାମାଡି ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ସି ଆର ସି ସି ଲୋକନାଥ, ପ୍ରଧାନ ଶିକ୍ଷକ ମାଧବ ରାଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ସଭାପତି ଜଗଦୀଶ ପାତ୍ର, ଈଶ୍ୱରବରାଓ, ମୋହନ ରାଓ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ | ସ୍କୁଲ ସଭାପତି ଶ୍ରୀ ନର୍ସୟା ଶବର ଯୋଗ ଦେଇ କୃତି ପେତିଯୋଗୀଙ୍କୁ ପୁରସ୍କୃତ କରିଥିଲେ |
ପଲିଥିନର ଅପବ୍ୟବହାରକୁ ରୋକିବା ପାଇଁ ରାୟଗଡ଼ ପୌର ପରିଷଦର ଦୃଢ କାର୍ଯ୍ୟାନୁଷ୍ଠାନ