32.9 C
Balāngīr
Sunday, July 20, 2025

ପ୍ରଭାତ ଏନ ଜି ଓ ତରଫରୁ ଆୟୋଜନ କରାଯାଇଛି ଖାଦ୍ୟ ମେଳା

Must read

ରିପୋର୍ଟ : ନରତ୍ତମ ପାଢୀ
ଚନ୍ଦ୍ରପୁର,(୨୪/୧୧) : ତା ୨୪/୧୧/୨୦୨୧ ରିଖ ଦିବା ୧୨ ଘଟିକା ସମୟରେ ଡାଙ୍ଗସୋରଡ଼ା ଠାରେ ପ୍ରଭାତ ଏନ ଜି ଓ ଡାଙ୍ଗସୋରଡ଼ା, ଚନ୍ଦ୍ରପୁର ତରଫରୁ ଆୟୋଜନ କରାଯାଇ ଥିବା ଖାଦ୍ୟ ମେଳା କୁ ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ କର କମଳରେ ରିବନଫିତା କାଟି ଉଦ୍ଘାଟନ କଲେ |

ତା’ ସଙ୍ଗେ ସଙ୍ଗେ ପ୍ରଭାତ ଏନ ଜି ଓ ତରଫରୁ ଆୟୋଜିତ ଖାଦ୍ୟ ମେଳା ରେ ଓଡ଼ିଶା ମିଲେଟମିଶନ ଏବଂ ମିଶନ ଶକ୍ତି ଆନୁକୁଲ୍ୟ ରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଦିଆଯାଇଥିବା ଆର୍ଥିକ ସହୟତା ଦ୍ଵାରା ମିଶନ ଶକ୍ତି ମାଣ୍ଡିଆ ରେ ପ୍ରସ୍ତୁତ ଜଳଖିଆ ଦୋକାନ ବୁଲି ଦେଖିଲେ ।

ଏଠାକୁ ଆସିଥିବା ଅତିଥି ମାନଙ୍କ ମଧ୍ୟରେ ୧. CDPO- ଲଳିତା ପୂଜାରି,୨. ତହସିଲଦାର- ଚିନ୍ମୟ ଦାସ, ୩. B.D.O- ଜର୍ଜ ଡୁଙ୍ଗଡୁଙ୍ଗ, ୪. ବ୍ଲକ ଅଧ୍ୟକ୍ଷା- ସଙ୍ଗୀତା ପଟିଙ୍ଗା, ୫. P.D WATTER SHED- କୃଷ୍ଣ ଚନ୍ଦ୍ର ସେନାପତି, ୬. ସରପଞ୍ଚ- ଧନୁମାଝି କୁମୁରୁକା, ୭. ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ – ରାମ ଚନ୍ଦ୍ର ବ୍ରେଡେକା, ଏନ ଜି ଓ ର ସମସ୍ତ କର୍ମକର୍ତ୍ତା ଏବଂ ବହୁତ ମାନ୍ୟ ଗନ୍ୟ ବ୍ୟକ୍ତି ଏବଂ ପଞ୍ଚାୟତ ର ଅନେକ ମାଁ ମାଉସୀ ମାନେ ଉପସ୍ଥିତ ରହି ଖାଦ୍ୟ ମେଳା ରେ ମାଣ୍ଡିଆ ରେ ପ୍ରସ୍ତୁତ ହୋଇଥିବା ପକୁଡି, ବରା, ଇଡ୍ଲି, ଚକୁଳି, ଯାଉ, ସୁପ୍, ଇତ୍ୟାଦି ଖାଦ୍ୟ ଖାଇ ଖାଦ୍ୟ ମେଳା ର ମଜା ଉଠାଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...