32.9 C
Balāngīr
Saturday, April 26, 2025

ପ୍ରେସ ୟୁନିଅର ବାର୍ଷିକ ଉତ୍ସବ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୧) : ଫେବୃଆରୀ ୨୮ରେ ପ୍ରେସ ୟୁନିଅନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୃଙ୍ଖଳିତ ସ୍ୱଭାବରୁ ଜିଲ୍ଲାରେ ୟୁନିଅନ ଶ୍ରେଷ୍ଠ ହୋଇପାରିଛି ।WhatsApp Image 2025 01 05 at 14.51.47 ପ୍ରେସ ୟୁନିଅର ବାର୍ଷିକ ଉତ୍ସବ

ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ୍ ୟୁନିଅନ ରାୟଗଡର ବନ୍ଧୁମିଳନ ଓ ବଣ ଭୋଜି ଶୁକ୍ରବାର ସ୍ଥାନୀୟ ସଂକେଶ ନିକଟ ଟେଗ୍ ତୋଟାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଆଗାମୀ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ କିଭଳି ଆୟଜନ ହେବ ସେ ନେଇ ଆଲୋଚନା ହୋଇଥିଲା । ପ୍ରତିଷ୍ଠା ଦିବସ ପ୍ରତ୍ୟକ ବର୍ଷ ଭଳି ଜାନୁଆରୀ ୨୧ ତାରିଖରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଫେବୃଆରୀ ୨୮ ତାରିଖରେ ବାର୍ଷିକ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ୟୁନିଅନ ସଭାପତି କହିଥିଲେ ୟୁନିଅନର ଏକତା ନିଷ୍ଠାପର ଓ ଶୃଙ୍ଖଳିତ ସ୍ଵଭାଵରୁ ସାମ୍ବାଦିକଙ୍କ ସହ ସାଧାରଣରେ ୟୁନିଅନ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନରେ ପହଂଚିଛି ।

ୟୁନିଅନର ଶୃଙ୍ଖଳିତ ଆଦର୍ଶ ମୋତେ ପ୍ରେରଣା ଦେଇଥିଲା ତେଣୁ ମୁ ମଧ୍ୟ ଗତ ଦିନରେ ୟୁନିଅନରେ ସାମିଲ ହୋଇଥିଲି ବୋଲି ୟୁନିଅନର ସଭାପତି ଅମୁଲ୍ୟ ସାହୁ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ୟୁନିଅନକୁ ଆହୁରି ଶୀର୍ଷକୁ ନେବାକୁ ଚେଷ୍ଟା କରିବି ବୋଲି କହିଥିଲେ। ସେହିଭଳି ୟୁନିଅନର ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଥିଲେ ସମସ୍ତ ସଭ୍ୟଙ୍କ ନିଷ୍ଠା ଓ ସାମ୍ବାଦିକ ବୃତି ଓ ଏକତା ଆମ ୟୁନିଅନକୁ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି ଆଗକୁ ମଧ୍ୟ ଆହୁରି ବହୁତ କିଛି କରିବାକୁ ବାକିଅଛି ।

ପ୍ରେସ ୟୁନିଅନରେ ସମସ୍ତ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି | ଆଜିର ଏହି ବନ୍ଧୁମିଳନ ଓ ବୋଣ ଭୋଜି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ଲୋକସମ୍ପର୍କ ଅଧିକାରୀ ପିରାମ୍ବାର ବେହେରା , ଇଣ୍ଡାଲ୍କୋ ର ତନ୍ମୟ ମହାନ୍ତି ଓ ଜେକେ କାଗଜ କଳର ମିଳନ ଲେଙ୍କା ଙ୍କ ସମେତ ରାୟଗଡ ଟ୍ରକ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲ କୋଣ୍ଡା ବାବୁ, ସିଏ ପୃଥ୍ବୀରାଜ , କେ .ଶ୍ରୀନିବାସ , ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ମୋର୍ଚ୍ଚାରେ କାଳିରାମ ମାଝୀ, ବୁଜେପି ଯୁବ ମୋର୍ଚ୍ଚା ଉମେଶ ଖୋସଲା, ସେଞ୍ଚୁରିୟନ ୟୁନିଭେର୍ସିଟି ରେ ନିର୍ଦେଶକ ରାଜେଶ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଓ ଗ୍ରନ୍ଥାଗାର ଡମ୍ବୁରୁ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟାପକ ଡ଼କ୍ଟର ଦୁଷ୍ମନ୍ତ କୁମାର୍ ମହାନ୍ତି, ଜି ଆଇ ସି ଆର ରେ ନିର୍ଦ୍ଧେଶକ ଗୋବିନ୍ଦ ରଥ, ରିତମ ର ପରିଚାଳକ ସୂର୍ଯ୍ୟ କାନ୍ତ ସରଙ୍ଗୀ, ଅଡିସନାଲ ଏସ ପି ବିଷ୍ଣୁ ପାତ୍ର ,ସତ୍ୟବାଦୀ ପତି ଙ୍କ ସମତେ ବହୁ ମାନ୍ୟଗଣ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସହିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।

ୟୁନିଅନ ରେ ସଭାପତି ଅମୁଲ୍ୟ ରତନ ସାହୁ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ଏଙ୍କିଟି ପାଢ଼ୀ, ସହ ସମ୍ପାଦକ ମୃତ୍ୟଞ୍ଜୟ ନନ୍ଦ କୋଷାଧକ୍ଷ ରଶ୍ମିରଂଜନ ଦୋରା ଉପଦେଷ୍ଟା ସୁରେଶ ଦାସଓ ଜନ୍ମେଜୟ ସ୍ୱାଇଁ ସହଯୋଗ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୟୁନିଅନ ର ମଉଡି ବାରିକ ,ବୁରୁଡି ବେଙ୍କଟ ରମଣ , ଅମୁଲ୍ୟ ନିଶଙ୍କ, ଆଇ ସର୍ବେଶ୍ୱର ରାଓ, ଗୌତମ ଉଲାକା, ମନୋଜ ମିଶ୍ର, ଗଣେଶ ରାଉତ, ସନ୍ତୋଷ ଦାଶ , ରଘୁନାଥ ସାମଲ, ଗୌତମ ଉଲାକା, ସନ୍ତୋଷ ପାଣିଗ୍ରାହୀ, ପରମାନନ୍ଦ ପ୍ରଧାନ,ରାଜେଶ ମହାନ୍ତି ସୁଶାନ୍ତ ପଣ୍ଡା,ସନ୍ତୋଷ ପାଢ଼ୀ ପ୍ରସନ ପଣ୍ଡା,ଗଣେଶ ରାଉତ, ସଂକେତ ପାତ୍ର, ରଜନୀକାନ୍ତ ପାଳ, ଙ୍କ ସମତେ ଅନ୍ୟ ସାମ୍ବାଦିକ ଭାଈ ମାନେ ଯୋଗ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...