32.9 C
Balāngīr
Wednesday, April 23, 2025

ବଲାଙ୍ଗୀର ଜିଲ୍ଲା ଟ୍ୟାକ୍ସ ବାର ସଂଘର ନିର୍ବାଚନ ୨୦୧୫-୨୬ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

81bb4364 f22d 4be2 9257 ced16b96fa2b ବଲାଙ୍ଗୀର ଜିଲ୍ଲା ଟ୍ୟାକ୍ସ ବାର ସଂଘର ନିର୍ବାଚନ ୨୦୧୫-୨୬ ଅନୁଷ୍ଠିତବଲାଙ୍ଗୀର -୨୯/୦୩-ଆପ୍ର): ଆଜି ବଲାଙ୍ଗୀର ଟ୍ୟାକ୍ସ ଓକିଲ ସଂଘର ୨୦୧୫-୨୬ ନିର୍ବାଚନ ବାଣିଜ୍ୟ-କର କାର୍ଯ୍ୟାଳୟ ପରିସରରେ ଥିବା ବାର ହଲରେ ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ଶ୍ରୀ ମାନସ ରଞ୍ଜନ ବହିଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା |756f2092 8ac3 444c bea9 36cb77fa0a52 ବଲାଙ୍ଗୀର ଜିଲ୍ଲା ଟ୍ୟାକ୍ସ ବାର ସଂଘର ନିର୍ବାଚନ ୨୦୧୫-୨୬ ଅନୁଷ୍ଠିତ

ଏ ନିର୍ବାଚନରେ ବରିଷ୍ଠ ଓକିଲ ଶ୍ରୀ ଶାନ୍ତନୁ କୁମାର ଭୋଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଶ୍ରୀ ଶଶାଙ୍କର ପଟ୍ଟନାୟକ, ସମ୍ପାଦକ ଭାବେ ଶ୍ରୀ ପ୍ରଭଞ୍ଜନ ହୋତା, ସହସଂପାଦକ ଭାବେ ଶ୍ରୀ ରାଜକିଶୋର ଜେନା, କୋଷାଧ୍ୟକ୍ଷ ଭାବେ ଶ୍ରୀ ସରୋଜ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି | ଏହା ସହ କାର୍ଯ୍ୟକାରୀ ସଦସ୍ୟ ଭାବେ ଶ୍ରୀ ଦୁଲିଚାନ୍ଦ ଅଗ୍ରୱାଲ, ଶ୍ରୀ ନକୁଳ ଅଗ୍ରୱାଲ, ଶ୍ରୀ ଅଶୋକ କୁମାର ଦାସ, ଶ୍ରୀ ଗଣେଶ ପ୍ରସାଦ ଦୀକ୍ଷିତ, ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ ନୀଲେସ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି |

ଚଳିତବର୍ଷ ପ୍ରଥମଥର ରାଜଧାନୀ ଟପିଲା ୪୦ ଡିଗ୍ରୀ; ୪୩ ଡ଼ିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...